ବନ୍ଧୁକ ଦେଖାଇ ରସାଳପୁର ଗ୍ରାମ୍ୟବ୍ୟାଙ୍କରୁ ଡକାୟତି ଘଟଣା:୨ ପଶ୍ଚିମବଙ୍ଗ ୧ ବାଲେଶ୍ଵର, ଇଞ୍ଚୁଡିର ଡକାୟତ ଗିରଫ
ବାଲେଶ୍ବର : ବାଲେଶ୍ଵର ସଦରଥାନା ରସାଳପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇ ୧୪, ଦିନ ପ୍ରାୟ ୨.୪୫ ସମୟରେ ୫ ଡକାୟତ ବନ୍ଧୁକ ଦେଖାଇ ବ୍ୟାଙ୍କରେ ଡକାୟତି କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣକୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ!-->!-->!-->…