ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ କ୍ରୁଟ ବସ୍ ପରିଚାଳନା ସୁରକ୍ଷା ପଦକ୍ଷେପ ଉପରେ ସମୀକ୍ଷା

 କାର୍ଯ୍ୟକାରୀତା, କ୍ଷମତା ବୃଦ୍ଧି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ଵ ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୫ : ସାର୍ବଜନୀନ ପରିବହନର ସୁରକ୍ଷା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ସ୍ୱରୂପ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ…

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ-…

ଆରମ୍ଭ ହେଲା 'ସୁଭଦ୍ରା ଶକ୍ତି ମେଳା': ୭୦୦ରୁ ଅଧିକ SHG , ୩୦୦ରୁ ଅଧିକ ଷ୍ଟଲ, ୨୦୦ ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ   ସୁଭଦ୍ରା ସହାୟତା କେବଳ ଏକ ପ୍ରାରମ୍ଭ, ମା’ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ପ୍ଲାଟଫର୍ମରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ୨୦୩୬ ସୁଦ୍ଧା ସମୃଦ୍ଧ…

ନାନୋମେଡିସିନର ସଦ୍ୟତମ ବିକାଶ ଉପରେ କିଟରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: କିଟ ବିଶ୍ୱବିଦ୍ୟାଳୟରେ ନାନୋମେଡିସିନର ସଦ୍ୟତମ ବିକାଶ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ବହୁ ଗବେଷକ, ଛାତ୍ର, ଚିକିତ୍ସା ବୃତ୍ତିଧାରୀ, ସାମାଜିକ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ ସମେତ ୫୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ।…

ଅର୍ଦ୍ଧ ଶତାବ୍ଦୀର ସଂଗୀତ ଓ ରଘୁନାଥ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଗାମୀ ୧୯/୩/୨୦୨୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଗୁରୁ ରଘୁନାଥ ପାତ୍ର ଙ୍କ ସାଂଗୀତିକ ଜୟ ଯାତ୍ରାର ଗୌରବ ମୟ ୫୦ ବର୍ଷ ପୂରଣ ଅବସରରେ ଏକ…

ବେଲଗୁଣ୍ଠାର ଏକ ଗ୍ୟାରେଜ୍ ରେ ଚଢ଼ାଉ କରି ଚାରି ଚୋରି ମୋଟରସାଇକେଲ୍ ଜବତ କଲା କମିଶନରେଟ୍ ପୋଲିସ୍

ବେଲଗୁଣ୍ଠା , -(ଶିବରାମ ଚୌଧୁରୀ )-,ଆଜି ସକାଳ ଏଗାର ଘଣ୍ଟା ସମୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ର ଏକ ଟିମ୍ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ରେ ଥିବା ଏକ ଗ୍ୟାରେଜ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ I ଚଢାଉ ବେଳେ ଗ୍ୟାରେଜ୍ ରୁ ହିରୋ କମ୍ପାନିର ତିନୋଟି ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ୍…

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-, କ୍ଷେତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ବିଶ୍ୱମାତୃଭାଷା ଦିବସ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ପାଳିତ ହୋଇଅଛି I ଏହି ଅବସରରେ ଓଡ଼ିଆ ବିଭାଗ ଅଧ୍ୟାପକ ସଞ୍ଜତ କୁମାର ଦାସ ଓଡ଼ିଆ…

ପଞ୍ଚତତ୍ବ ର ସଫଳତା

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚତତ୍ବ ଗତ ଫେବୃଆରୀ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିହାର ର ବରିଆରପୁର ଠାରେ ଆୟୋଜିତ ହୋଇଥିବା ଅନ୍ତଃର୍ଜାତୀୟ ସାଂସ୍କୃତିକ ମହୋତ୍ସବ ଅଙ୍ଗ ନାଟ୍ୟ ଯଜ୍ଞର ୨୫ ତମ ବାର୍ଷିକୋତ୍ସବ ରେ ସଫଳତା ହାସଲ…

୧୬ ନଂ ଜାତୀୟ ରାଜପଥରେ ସ୍କର୍ପିଓକୁ ପିଟିଲା ତୀର୍ଥଯାତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ:(ସେକ କୌସର):ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ସରନଈ ଓଭର ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି। ଏକ ସ୍କର୍ପିଓକୁ ପଛପଟୁ ଯାତ୍ରୀବାହୀ ବସ ଧକ୍କା ଦେଇ ଡିଭାଇଡ଼ର ଉପରେ ବସ ଚଢ଼ିଯାଇଥିଲା। ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି।ଖବର ମୁତାବକ…

ଏମ୍ ଗଣ୍ଡପାଲି ସ୍କୁଲର ବାର୍ଷିକୋତ୍ସବ : ଆତ୍ମବିଶ୍ବାସ ଦୃଢ ହେଲେ ସଫଳତା ସୁନିଶ୍ଚିତ

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସ୍କୁଲର…

ଏ ମ୍ ପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସଂସ୍କୃତି 8.0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଗୁଣୁପୁର ସହରର ନିଳାଦ୍ରୀ ବିହାର ଲେନ୍ -୩ ଥିବା ଏ ମ୍ ପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସଂସ୍କୃତି 8.0 ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଗୁଣୁପୁର ଆଦର୍ଶଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ମୁଖ୍ୟ ଅତିଥି…