ପୁଞ୍ଜିପଥର ଠାରେ ବ୍ଲକ ସ୍ତରୀୟ କୃଷକ ସଙ୍ଗଠନ ର ବୈଠକ

ବିଜେପୁର :-ବିଜେପୁର ବ୍ଲକ ପୁଞ୍ଜିପଥର ଠାରେ ସଭାପତି ସୁବାସ ପଧାନ ଙ୍କ ନେତୃତ୍ୱ ରେ ବ୍ଲକ ସ୍ତରୀୟ କୃଷକ ସଂଗଠନ ର ବୈଠକ ବସିଥିଲା। ଏହି ସଭାରେ ଗଙ୍ଗାଧର ମେହେର ମେଘା ଜଳସେଚନ ପ୍ରକଳ୍ପ ର ସମସ୍ୟା,ବିଦ୍ୟୁତ ସମସ୍ୟା, ଧାନ ଚାଷ,ଚାଷୀ ଋଣ, , ସାର ଆଦି ପ୍ରସଙ୍ଗ ରେ ବିସ୍ତୃତ୍ବ ଭାବେ ଆଲୋଚନା…

ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମର୍ଦ୍ଧନା

ବଲାଙ୍ଗୀର ୨୮ /୨ ଶାସକ ପ୍ରଶାସକ (ଘନଶ୍ୟାମ ନାଗ ) ସଇଁତଲା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଂଚାୟତ ର ପଂଚାୟତ ହାଇସ୍କୁଲ ପ୍ରଧାନ ଶିଷକ ବରୁଣ କୁମାର ସାହୁ l ବିଦ୍ୟାଳୟ ଓ ଶିଷକ ଙ୍କ ତରଫରୁ ଶନିବାର ମଧ୍ୟାନ୍ନ ରେ ବିଦ୍ୟାଳୟ ର ପରିସରରେ ବିଦାୟ କାଲିନ ସମର୍ଦ୍ଧନା କରାଯାଇଛି l…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର 28/02: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡ. ଦ୍ଵାଦଶ କୁ. ପ୍ରଧାନ ଦ୍ଵୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ…

ବାଲୁଗାଁ ସପିଙ୍ଗ ବଜାରର ଶୁଭ ଉଦ୍‌ଘାଟନ କଲେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ l

ବାଲୁଗାଁ:(ସେକ କୌସର):ବାଲୁଗାଁ ବଜାର ହନୁମାନ ପରିବା ସଂଘର ନୂତନ ମାର୍କେଟ କମ୍ପ୍ଲେକ୍ସଠାରେ ମେଗା ସପିଙ୍ଗ ବଜାରର ଉଦ୍ଘାଟନ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତୀ ପାଇକରାୟଙ୍କ ଦ୍ୱାରା ହୋଇଯାଇଛି ପ୍ରଥମେ ଫିତା କାଟି ସପିଙ୍ଗ ବଜାରକୁ ପ୍ରବେଶ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରି…

ବେଦାନ୍ତ ଲାଞ୍ଜିଗଡ଼ର ଦକ୍ଷତା ବିକାଶ କାର୍ଯ୍ୟକ୍ର୍ରମ

କଳାହାଣ୍ଡିର ଗ୍ରାମାଞ୍ଚଳ ଯୁବକମାନଙ୍କୁ କୁଶଳୀ ବନାଇବା ସହିତ ରୋଜଗାର ଯୋଗାଉଛି ଲାଞ୍ଜିଗଡ, ୨୮/୦୨/୨୦୨୫ : ବ୍ୟାପକ ତାଲିମ ଏବଂ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସହିତ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି କରି ବେଦାନ୍ତ ଲାଞ୍ଜିଗଡ଼ (ଭାରତର ଅଗ୍ରଣୀ ସ୍ମେଲଟର-ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ଏବଂ…

ଦୁର୍ଘଟଣା ଜନିତ ବୀମା ଦେୟ ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ୱିତ ଉପରେ ଗୁରୁତ୍ଵ

ଭୁବନେଶ୍ୱର, ୨୮ ଫେବୃଆରୀ, ୨୦୨୫: ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ, ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ ହିତାଧିକାରୀଙ୍କ ପାଇଁ ଶୀଘ୍ର ଏବଂ ଅସୁବିଧାମୁକ୍ତ କ୍ଷତିପୂରଣ ସୁନିଶ୍ଚିତ କରି ଯାନବାହନ ବୀମା ଦାବି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ସଂସ୍କାର ଆଣିଛି। ଦାବି…

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ…

ଜିଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଅଧ୍ୟକ୍ଷା ମମତା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତିର ଉପନିର୍ବାଚନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବଡବୋର ସିଂ ପଞ୍ଚାୟତର ସମିତି ସଭ୍ୟା ମମତା ଭୋଳ ଦିନ ୧ ଟା ୩୦ ମିନିଟ ସମୟରେ ଛତ୍ରପୁର ରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ସାକ୍ଷାତ…

ବିଶିଷ୍ଟ ସାହିତ୍ୟିକ ମନ୍ମଥ ପାଢୀଙ୍କ ପରଲୋକ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଦିବଙ୍ଗତ ମନ୍ମଥ ପାଢ଼ୀଙ୍କ ଏକ ଶୋକସଭା ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୫ ତାରିଖ…

କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ରାୟଗଡା ତା ୨୭-୨‐୨୦୨୫.: ରାୟଗଡା ସଦର ଗାନ୍ଧୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ରାୟଗଡା ସଦର କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଦାନନ୍ଦ ନାୟକ ଏଥିରେ ସଭାପତିତ୍ଵ କରିଥିଲେ। ରାୟଗଡା ବି ଆର ସି ସି ବଳରାମ ହୁଇକା ମୁଖ୍ୟ…