ବନ ବିଭାଗ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ଗାଁ, ୦୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ବାଳିକା ଉଚ୍ଚ…

ଲଗାଣ ବର୍ଷାରେ ମଶାବାରୀ ବ୍ରିଜ୍ ଅସ୍ଥାୟୀ ପୋଲରେ ଘାଇ

ବିକଳ୍ପ ବ୍ୟବସ୍ଥା ପରେ ଯାତାୟାତ ହେଲା ସ୍ୱାଭାବିକ ଓଡ଼ଗାଁ, ୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ–ବାହାଡ଼ାଝୋଲା ରାଜ୍ୟ ରାଜପଥର ମଶାବାରୀ ନିକଟ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲରେ ବଢ଼ି ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଅନେକ ସମୟ ପାଇଁ ସାଧାରଣ ଯାତାୟାତ…

କିଟ୍‍ ଓ କିସ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର, ୭ ।୮: କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍‍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଓ କିସ୍‍ ମିଳିତ ସହଯୋଗରେ କିଟ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଆଜି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସମବାୟ ଏବଂ ହସ୍ତତନ୍ତ,…

ଭଏଷା ଗ୍ରାମର ବେଆଇନ ଚିକିତ୍ସା ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବେ?

ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ଶୂନ! ପାଟଣାଗଡ଼/ ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଭଏଷା ଗ୍ରାମରେ ଜଣେ ବ୍ୟକ୍ତି ବୈଧ ଡାକ୍ତରୀ ଯୋଗ୍ୟତା ଏବଂ ସରକାରୀ ପଞ୍ଜିକରଣ ବିନା ଚିକିତ୍ସା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ…

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ, ନୟାଗଡ଼

ନୟାଗଡ଼(ବିଶ୍ୱଜିତ ନାୟକ):- ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା…

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ 'ହର ଘର ତ୍ରିରଙ୍ଗା - ୨୦୨୬' ଏବଂ…

ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ୯ ତାରିଖରେ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର

ଝାରସୁଗୁଡ଼ା, : ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ଆସନ୍ତା ୯ ତାରିଖ (ରବିବାର) ସହରର ସରବାହାଲ ରୋଡ଼ସ୍ଥିତ ସ୍ୱର୍ଣ୍ଣଭୂମି ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିରର ଆୟୋଜନ କରାଯିବ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ବିଭିନ୍ନ…

ଭୁବନେଶ୍ୱର ଜୟଦେବ ଭବନରେ ସାମ୍ବାଦିକତା ପାଠ୍ୟକ୍ରମର ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ

କାଶୀପୁରର ବୈକୁଣ୍ଠ ଦୁରିଆ ୭୧% ନମ୍ବର ସହ ଉତ୍ତୀର୍ଣ୍ଣ ଭୁବନେଶ୍ୱର - ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କଳିଙ୍ଗ ମିଡିଆ ସର୍ଭିସ ଇନଷ୍ଟିଟ୍ୟୁଟ୍ ପକ୍ଷରୁ Professional Course in Journalism & Mass Communication ସଫଳତାର ସହ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ…

ଓଡ଼ିଶାରେ ୧.୬ କୋଟି ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ

ଅଗଷ୍ଟ ୧୦ରେ ଜାତୀୟ କୃମିନାଶନ ଦିବସ ଓ ଭିଟାମିନ-ଏ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର, ଅଗଷ୍ଟ ୭, ୨୦୨୬: ଶିଶୁ ସ୍ୱାସ୍ଥ୍ୟର ଉନ୍ନତି, ରକ୍ତହୀନତା ହ୍ରାସ ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା…

ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

ଭୁବନେଶ୍ୱର, ଅଗଷ୍ଟ ୭: କେନ୍ଦ୍ର ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୬ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଯୁକ୍ତ ଦୁଇ ମହାବିଦ୍ୟାଳୟର ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…