ରାୟଗଡା ଅଟୋନୋମସ୍ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ

ରାୟଗଡା,:- ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶନାଏ, ରାୟଗଡା ଅଟୋନୋମସ୍ କଲେଜରେ ମାସିକ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସଭାରେ ବାଳ୍ୟ ବିବାହ ନିଷେଧ ଏବଂ ତାହାର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ବିଷୟରେ ଉଲ୍ଲେଖନୀୟ ଉପସ୍ଥାପନ କରିଥିଲେ ରାୟଗଡା SDPO ଶ୍ରୀ…

ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ୨୦୨୫ ସମ୍ମିଳନୀ ଅନୁଷ୍ଠିତ l

ରାୟଗଡ:-ତା.୨୪/୦୩/୨୦୨୫- ରାୟଗଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ଗତ ତା ୨୨/୦୩/୨୦୨୫ ରିଖରେ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥଭାବେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ,ଅଧିକ୍ଷଣ ଯନ୍ତ୍ରୀ,…

କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା ଶ୍ରୀ କୋକିଲ ସାହୁ ମନୋନୀତ ।।

ଝାରବନ୍ଧ-ମନୋହର ଦାଶ: ରାଜ୍ଯ ସରକାରଙ୍କ ଦ୍ବାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି ) ରେ ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା ଶ୍ରୀ କୋକିଲ ସାହୁଙ୍କୁ ରାଜ୍ଯ ସରକାର ମନୋନୀତ କରିଛନ୍ତି । ଓଡ଼ିଶାର…

ଦୁର୍ନୀତିଗ୍ରସ୍ତଙ୍କ ମୁଣ୍ଡ ଉପରେ “ଡେମୋକ୍ଲିସ ଖଣ୍ଡା” !!

ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସରଗ୍ରହଣ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ । ଭୁବନେଶ୍ୱର ତା- ୨୪.୦୩.୨୦୨୪:…

ନବରଙ୍ଗପୁରରେ ଦୁଇଟି ନୂତନ ପ୍ରାଇମେରୀ ସବଷ୍ଟେସନ ଉଦଘାଟିତ

 ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଯୋଡ଼ିଙ୍ଗା ଏବଂ ଧୋଡ୍ରାଠାରେ ଦୁଇଟି ନୂତନ ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍) କାର୍ଯ୍ୟକ୍ଷମ ହୋଇଛି। ଏହା ଉମରକୋଟ, ଝରିଗାଁ ଏବଂ ରାଇଘର…

ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ନବରଙ୍ଗପୁର ତା ୨୪.୩.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୂଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ…

ଗଛ ଭାଙ୍ଗି ରାସ୍ତା ଅବରୋଧ

ଖପ୍ରାଖୋଲ ୨୫|୩ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା-ପାଚେର୍ ରାସ୍ତାରେ ଏକ ଗଛ ଭାଙ୍ଗିପଡ଼ିବାରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା ଅଗ୍ନିଶମ ବିଭାଗ ଅଧିକାରୀ ଜୟ ଗୋପାଳ ପଣ୍ଡା ଙ୍କ ନେତୃତ୍ବରେ କର୍ମଚାରୀମାନେ ପହଞ୍ଚି ଗଛ…

ଟେଣ୍ଡର ବିଜ୍ଞପ୍ତି ପ୍ରକ୍ରିୟା ବାତିଲ ଦାବୀ ନେଇ ବିଞ୍ଝାଲ ସମାଜ ପକ୍ଷରୁ ଗଣଧାରଣା ଦେବାକୁ ନିଷ୍ପତ୍ତି।

ଖପ୍ରାଖୋଲ (ହେମସାଗର ସାହୁ) ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ…

ଚୋରା ମଦ ବ୍ୟବସାୟ କୁ ନେଇ ଗ୍ରାମ ରେ ଉତ୍ତେଜନା, ପ୍ରଶାସନ ଅବହେଳା ପାଇଁ ଗ୍ରାମାଞ୍ଚଳ ରେ ବୃଦ୍ଧି ପାଇବାର ଲାଗିଛି…

ଅସ୍ତରଙ୍ଗ: ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଙ୍କ ଶାସନ ଆସିବା ପରେ ପ୍ରତ୍ୟେକ ଅଞ୍ଚଳ ରେ ପରିବର୍ତ୍ତନ ର ଚିତ୍ର ଦୃଷ୍ଟିଗୋଚର ହେଇ ଥିବା ବେଳେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବା ସହ ଚୋରା ମଦ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ଏଠାରେ…

ସମ୍ଭବର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ବିୟୋଗ, ଓଡ଼ଗାଁ ଅଞ୍ଚଳରେ ଶୋକରେ ଛାୟା

ଓଡ଼ଗାଁ,୨୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭବର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ବିୟୋଗରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକୃତି ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବା ଡ. ପଦ୍ମଶ୍ରୀ…