ଭାରତୀୟ ମଜଦୁର ସଂଘ ପୁରୀ ପକ୍ଷରୁ ରଜଉତ୍ସବ ପାଳିତ
ପୁରୀ, ୧୪/୬- ଭାରତୀୟ ମଜଦୁର ସଂଘ,ପୁରୀ ଜିଲ୍ଲା ଶାଖା ପକ୍ଷରୁ 'ରଜ ଉତ୍ସବ-୨୦୨୫' ବଡ଼ଦାଣ୍ଡ ଟାଉନ ଥାନା ନିକଟବର୍ତ୍ତୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦୋଳି ଖେଳ ସହିତ ଅନୁଷ୍ଠାନ ର ମହିଳା ମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର ଓ ରୁମାଲ୍ ଚୋରି…