ସେବା ସଂକଳ୍ପ ଅଭିଯାନ ଅଧୀନରେ ‘ୟଙ୍ଗ ମାଇଣ୍ଡସ୍’ ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ.
ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କ ଉଦ୍ୟମ ।
କେନ୍ଦ୍ରାପଡ଼ା:13/10 (ପ୍ରଫୁଲ୍ଲ କୁମାର ମଲ୍ଲ) ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ସୁରକ୍ଷିତ ଯାତାୟାତର ବାର୍ତ୍ତାକୁ ସମାଜର!-->!-->!-->…