ଆଖଡା ଗୃହ ଭାଙ୍ଗି ଲୁହା ସାମଗ୍ରୀ ଚୋରି ନେଲେ ଦୃର୍ବୁତ୍ତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ନୂଆଗୁଡା ଠାରେ ଥିବା ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ଏକ ଆଖଡା ଗୃହ କୁ ଦୃର୍ବୁତ୍ତ ମାନେ ଭାଙ୍ଗି ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଏ ନେଇ ସୂର୍ଯ୍ୟବଂଶୀ ୟୁଥ୍ କ୍ଳବ୍ ର ସମୀର…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୧.୦୬.୨୦୨୫ : କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସାମୁହିକ ଯୋଗଭ୍ୟାସରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ…

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ପ୍ରତିବର୍ଷ ଜୁନ ୨୧ ତାରିଖ ରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇ…

ଅସ୍ତରଙ୍ଗ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ,

ଅସ୍ତରଙ୍ଗ,:  ଶନିବାର ଦିନ ଦିଶ୍ଵ  ଯୋଗ ଦିବସ ପାଳନ ଅବସରରେ ଅସ୍ତରଙ୍ଗ ପଞ୍ଚଯାତ ସମିତି ଆନୁକୂଲ୍ୟରେ ପାଳିତ ହୋଇ ଯାଇ ଅଛି ବିଶ୍ଵ  ଯୋଗ ଦିବସ lଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ପଡିଆ ଠାରେ ସମୂହ ଯୋଗ କାର୍ଯ୍ୟକ୍ରମ ଆୟୋଜିତ କରା ଜାଇ ଥିଲା l ପୁର୍ଣ୍ୟ ଭୂମି ଭାରତ ର ମହା ମନୀଷୀ ମାନଙ୍କ…

ବିଶ୍ଵ ଯୋଗ ଦିବସ ପାଳିତ।

ବାସୁଦେବପୁର - ଶନିବାର ବିଶ୍ଵ ଯୋଗ ଦିବସ ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ପାଳିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ବାସୁଦେବପୁର ରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ରେ ଯୋଗ ଶିବିର ଆୟୋଜନ ହୋଇ ଯାଇଛି। ଯୋଗ ଗୁରୁ ଶଶାଙ୍କ ଶେଖର ସାମଲ ଉପସ୍ଥିତ…

ଜଗତସିଂହପୁର ଜିଲ୍ଲା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

  ଜଗତସିଂହପୁର, ତା ୨୧/୦୬/୨୫ରିଖ ସୁମନ୍ତ କୁମାର ଦାସ:  ଜୁନ ୨୫ତାରିଖ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଏକାଦଶ ତମ ଆନ୍ତର୍ଜାତୀୟ ଯୋଗ ଦିବସ ବିଜୁ ପଟ୍ଟନାୟକ…

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ଜଗତସିଂହପୁର,ତା ୨୧.୦୬.୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଶୀର୍ଷକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗ ଅଭ୍ଯାସ…

ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଉତ୍ସାହ ସହ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ ୨୧/୬/ ୨୦୨୫ – ଆଦିତ୍ୟ ଅଲୁମିନା ରିଫାଇନେରୀ, କଂସାରିଗୁଡ଼ା ପକ୍ଷରୁ ଆଜି 'ଏକ ସ୍ବାସ୍ଥ୍ୟ ଓ ପୂର୍ଥିବୀ ପାଇଁ ଯୋଗ' ବିଷୟବସ୍ତୁକୁ ନେଇ ଉତ୍ସାହର ସହ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରରେ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ତଥା…

ବ୍ରିଜ ତଳକୁ ପିକଅପ ଭ୍ୟାନ ଓଲଟି ତିନିଜଣ ଆହତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ଗାଁ ବ୍ରିଜ ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଯିବା ଫଳରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଏମଭିଆଇଏଲ କମ୍ପାନୀର ଏକ ବୋଲେରୋ ପିକଅପ ଗାଡି (ଓ଼ଡ଼ି ୩୩ଏଜେ ୮୪୩୬) କମ୍ପାନୀର…

ଭାରତୀୟ ଷ୍ଟେଟ ବ୍ୟାଙ୍କ ପଦ୍ମପୁର ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ପଦ୍ମପୁର :- ଭାରତୀୟ ଷ୍ଟେଟ ବ୍ୟାଙ୍କ ର ୭୦ ତମ ପ୍ରତିଷ୍ଠା ଦିବସ ଅବସରରେ ପଦ୍ମପୁର ମୂଖ୍ଯ ଶାଖା ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବ୍ୟାଙ୍କ ପରିସର ମଧ୍ଯ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ନିରୋଜ ଦୋରା ମୂଖ୍ଯ ଅତିଥି ଭାବରେ…