ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…

ଚଞ୍ଚକତାକରି ଚାଷୀର କୃଷି ବୀମା ଟଙ୍କା ବାଟ ମାରଣା ଅଭିଯୋଗ ରେ ୩ କୋର୍ଟ ଚାଲାଣ

ଖପ୍ରାଖୋଲ ୨୩/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମାଟିଆଭଟାହ ପଞ୍ଚାୟତ ଅନକାମରା ଗାଁ ରେ ଜଣେ ଚାଷି ଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବାଟ ମାରଣା ଅଭିଯୋଗ ରେ ତିନି ଜଣ କୁ ଖପ୍ରାଖୋଲ ପୋଲିସ ରବିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଅନକାମରା…

ପ୍ରକୃତ ତଥ୍ୟ କୁ ଲୋକ ଲୋଚନ କୁ ଆଣିବା ହିଁ ସାମ୍ବାଦିକତା

ବରଗଡ :-ଜର୍ନାଲିଷ୍ଠ ଏସୋସିଏସନ ଅଫ ବରଗଡ଼ (ଜାବ) ସଭାପତି ରବିନାରାୟଣ ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବଦ୍ରୀପ୍ରସାଦ ସାହୁ ଙ୍କ ସଂଯୋଜନା ରେ ବିକାଶ ସୁପର୍ ସ୍ପେସିଆଲିଟି ହସ୍ପିଟାଲ ର ସମ୍ବିଲନି କକ୍ଷରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ…

ପୋକ୍ସୋ ଓ କିଶୋର ନ୍ୟାୟ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,ତା ୨୨.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧାସ୍ଥିତ ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ପୋକ୍ସୋ ଆଇନ, କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ଓ ପୀଡ଼ିତା କ୍ଷତିପୂରଣ ଯୋଜନା…

ପ୍ରଫୁଲ୍ଲ ପାଠାଗାର ରେ ବୃତ୍ତାଙ୍କନ ପୁସ୍ତକ ଉନ୍ମୋଚନ ଉତ୍ସବ

ଜଗତସିଂହପୁର,ତା-୨୨.୦୬.୨୦୨୫/ସୁମନ୍ତ କୁମାର ଦାସ: ସଦର ବ୍ଲକ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ଠାରେ ଆଜି ସୁସାହିତ୍ୟିକ ତଥା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ର ପୂର୍ବତନ ଚ୍ୟାରମ୍ୟାନ ସ୍ବଦେଶ ସୁନ୍ଦର ପଟ୍ଟନାୟକ ଙ୍କ ଗଳ୍ପ ପୁସ୍ତକ "ବୃତ୍ତାଙ୍କନ "ର ଉନ୍ମୋଚନ ଓ଼ ସମୀକ୍ଷା ଅନୁଷ୍ଠିତ…

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ରଥଯାତ୍ରାରେ ଶୁଖିଲା ଖାଦ୍ଯ ଓ ପାଣି ବଣ୍ଟନ ପାଇଁ ବୈଠକ

ପୁରୀ, ୨୨/୬- ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ମଙ୍ଗଳ ମଣ୍ଡପ ଅବକାଶ ଲେନ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ରଥଯାତ୍ରାରେ ଶୁଖିଲା ଖାଦ୍ଯ, ପାଣି ବଣ୍ଟନ ଓ ପ୍ରାଥମିକ ଚିକିତ୍ସା ପାଇଁ…

ମହାପ୍ରଭୁ ଏବେ ସୁସ୍ଥ;ଶ୍ରୀନଅରକୁ ବିଜେ ହେଲା ରାଜପ୍ରସାଦ

ପୁରୀ,୨୨/୬-ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପିଡୀତ ହୋଇଥିବା ବେଳେ ଶନିବାର ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ।ଏହି ଅବସରରେ ଅଣସରର ରବିବାର ଦ୍ୱାଦଶୀ ତିଥିରେ…

ଜୟ ଓଡ଼ିଶା ର ଅଷ୍ଟମ ରକ୍ତ ଦାନ ଶିବିର

 ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି ତୃପ୍ତି ଅଟୋ ୱାର୍ଲଡ ରାଇର୍ଡସ। ଏହା "ଜୟ ଓଡ଼ିଶା" ର " ରକ୍ତଦାନ " ଅଭିଯାନର କ୍ରମାଗତ ଅଷ୍ଟମ " ରକ୍ତଦାନ ଶିବିର, ଯାହାର ଲକ୍ଷ୍ୟ ଏହି ବର୍ଷ ୧୦୦ ଗୋଟି…

ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ ଓ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ: ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ ବସ୍ତୁ ଓ ବାସଗୃହର ଏବଂ ପରିବେଶ ସୁରକ୍ଷିତ ରହିଥିବା ବେଳେ ଯଦି ପରିବେଶ ସ୍ବଚ୍ଛ ନରହିବ, ତେବେ ମଣିଷ ରୋଗଗ୍ରସ୍ତ ହୋଇଥାଏ | ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ବାୟୁମଣ୍ଡଳ, ମଣିଷର ଆୟୁକୁ ବୃଦ୍ଧି କରିଥାଏ | ତେଣୁ ସୁସ୍ଥ ରହିବା ପାଇଁ ସ୍ବଚ୍ଛ ପରିବେଶର…

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାନ ପରୀକ୍ଷା

ରାୟଗଡ :-ତା. ୨୨/୦୬- ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା ,ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି…