ଦୁଇ କିଲୋ ତିନିଶହ ଗ୍ରାମ ଗଞ୍ଜେଇ ଜବତ, ଆସାମୀ ଗିରଫ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ରେଞ୍ଜ ଇନ୍ସପେକ୍ଟର ମଧୁସୂଦନ ସାହୁ ଙ୍କ ତତ୍ତ୍ଵାବଧାନରେ ଓଆଇସି ନଟବର ମଲ୍ଲିକ ଓ ଷ୍ଟାଫ୍ ସୁମନ୍ତ ମାହୁନ୍ତ, ଖଗେଶ୍ବର ଜେନା, ମନୋରଞ୍ଜନ ରଣା, ସୁଭଦ୍ରା ବାରିକ୍ ସଦଳ ବଳେ ବାସୁଦେବପୁର…