ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-2025 ପାଳନ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗ୍ 8ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ ପୁଷ୍ଟି ନିରାପତ୍ତା ପାଇଁ ସାମୁହିକ ସଚେତନତା ଜରୁରୀ ଏହି…

କାଜୁ ତୋଳାକୁ ନେଇ ଆନ୍ତଃ ଜିଲ୍ଲା ଗୋଷ୍ଠୀ ସଂଘର୍ଷ,୩୦ ରୁ ଉର୍ଦ୍ଧ ଆହତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁନେଇଡିଆ ବର୍ତ୍ତମାନ ଦେବୀ ନଦୀ ମୁହାଣ ଠାରୁ ପଶ୍ଚିମ କୁ ଗଲେ ଦେବୀ ନଦୀ ଗର୍ଭରେ ଏକ ଟାପୁ ଭାବେ ପରି ଗଣିତ । ସେହି ନଦି ପଠା ବା ଟାପୁ ରେ ନଗର ଗ୍ରାମପଞ୍ଚାୟତ ର ବାଲିଡିଆ ଗ୍ରାମର ଅଧିବାସୀ ମାନେ କେଉଁ କାଳରୁ ଦଖଲ କରି…

ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଓ ଅଭିଭାବକ ବୈଠକ ଅନୁଷ୍ଠିତ।

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେ ଙ୍କ ନେତୃତ୍ୱରେ କାର୍ଯକ୍ରମ ପରିଚାଳିତ…

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ସୁନା ଓ ହୀରା ଅଳଙ୍କାର ଗଢା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି ମିଳୁଛି ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ…

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ।

ପଦ୍ମପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ ର ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ…

ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…

ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…

ବିଜେପୁର ଠାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଏସ ଏଚ ଜି ଭବନ ଠାରେ ଆଜି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମାତ୍ରାରେ ଯୋଗଦାନ୍ କରିଥିଲେ ସଦସ୍ୟ ମାନେ ଯାହାକୁ ନେଇ ବିଶେଷ ଭାବେ ଆଲୋଚନା ମଧ୍ଯ ହୋଇଥିଲା । ଏହି…

ବରପାଲିରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧତ୍ସୋବ

 ବରପାଲି :-ବରପାଲି ଗଙ୍ଗାଧର କଲ୍ଯାଣମଣ୍ତପ ପରିସରରେ ବିଜେପୁର ମଣ୍ତଳୀ ସ୍ତରୀୟ ପ୍ରବାଦପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧତ୍ସୋବ ଅନୁଷ୍ଠିତ ହୋଇଯାଇଛି। ପୁର୍ବତନ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ନେତା ଦିଲ୍ଲିପ ପଧାନଙ୍କ…

ଘୁ.ଉଦୟଗିରିରେ 2 ଦୁର୍ଘଟଣା: ଜଣେ ମୃତ, 3 ଆହତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ.…