ଓଡ଼ିଶା ଡ୍ରାଇଭର ମହା ସଂଘ ବନ୍ଦ ଡ଼ାକରା ରେ ସାମିଲ ହେଲେ କାଶିପୁର ବ୍ଲକ ଡ୍ରାଇଭ୍ ସଂଘ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଠାରୁ ଷ୍ଟିଅରିଂଛାଡ଼ ଆନ୍ଦୋଳନରେ ।

3

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଡ୍ରାଇଭ୍ ସଂଘ ସଭାପତି ଯୋଗି ଜୀବନ ନାଏକ ତତ୍ବାବଧାନରେ ଆଜି କାଶିପୁର ବ୍ଲକ ର ବିଭିନ୍ନ ଛକରେ ପ୍ରଦାନ ଆଜି ଦିନ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ବୋଲି କରିଛନ୍ତି ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ଯମରେ ବାରମ୍ବାର୍ ସରକାରଙ୍କୁ ଅବଗତ କରି ଆସିଥିଲେ । କିନ୍ତୁ ଡ୍ରାଇଭ୍ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ | ଆହୁରି ୦୬ ଗୋଟି ମୁଖ୍ୟ ସମସ୍ୟା ର ସମାଧାନ୍ ହୋଇପାରି ନାହିଁ | ଏଥ‌ିନିମନ୍ତେ ଡ୍ରାଇଭ୍ ମାନେ ବାରମ୍ବାର୍ ସରକାରଙ୍କ ଦ୍ବାରସ୍ଥ ହେବାପରେ ମଧ୍ୟ ସରକାର ଡ୍ରାଇଭ୍ ମାନଙ୍କ କୌଣସି କଥା କୁ କଣ୍ଠପାତ କଲେନାହିଁ ।
| ଯାହାଦ୍ବାରା ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ୍ କରୁଛନ୍ତି ଆଜି ଠାରୁ ୦୮-୦୭-୨୦୨୫ ରିଖ ଠାରୁ କୌଣସି ଡ୍ରାଇଭର ଗାଡି ଚଳେଇବେ ନାହିଁ, ଏବଂ ଷ୍ଟିଅରିଂ ଛାଡିବୁ, ଆନ୍ଦୋଳନ କରିବ ସହ ରାଜରାସ୍ତା କୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି
ନେଇଅଛୁ, ଯାହାଦ୍ବାରା ପରିବହନ ବ୍ୟବସ୍ଥା ରେ ବାଧାପ୍ରାପ୍ତ ହେବା ସହିତ ସଂପୂର୍ଣ୍ଣ ଠପ | ହୋଇ ଯାଇଛି ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧା ର ସମୁଖୀନ ହୁଅନ୍ତି,
ତେବେ ସେଥ‌ିପାଇଁ ସରକାର୍ ଦାୟୀ ରହିବେ | ବୋଲି କହିଛନ୍ତି ଡ୍ରାଇଭ୍ କହିଛନ୍ତି । ଏହାସହ ୬ଗୋଟି ଦାବି କରିଛନ୍ତି ,
1. ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରାଯାଇ |
2. ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥ‌ିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ |
3. ବୃତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତା ପ୍ରଦାନ କରାଯାଇ |
4, ଗାଡି ଗୁଡିକ ପାକିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାକିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ତା ସହ
ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ |
5. ଓଡିଶା ରେ ଥ‌ିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦% ଓଡିଶା ର ଡ୍ରାଇଭର ମାନଙ୍କୁ
କାମ କରିବାପାଇଁ ଅଗ୍ରାଧ୍ୟାକାର ଦିଆଯାଉ |
6. ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଇ |

Leave A Reply

Your email address will not be published.