ବିଜେପି ପଦ୍ମପୁର ମଣ୍ଡଳ ପକ୍ଷ ର ସମାବେଶ ଅନୁଷ୍ଠିତ।
ବାସୁଦେବପୁର -କେନ୍ଦ୍ର ରେ ଏଗାର ବର୍ଷ ଓ ରାଜ୍ୟ ରେ ଏକ ବର୍ଷ ସରକାର ଙ୍କ ସଫଳତା କୁ ନେଇ ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ମଣ୍ଡଳ ରେ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି ରତିକାନ୍ତ ଦଳାଇ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ…