ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣା: ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ରାମମନ୍ଦିର ସମ୍ମୁଖରେ ବିଜେଡିର ସମୂହ…
ଭୁବନେଶ୍ୱର, ୧୪/୦୭/୨୦୨୫: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହିତ ସଂଘର୍ଷ କରୁଥିବା ବାଲେଶ୍ୱର ଏଫଏମ କଲେଜର ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସମୂହ ଦୀପଦାନ କରାଯିବା ସହ ହନୁମାନ ଚାଳିଶା…