ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠଚ଼କ୍ର

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠା ସ୍ନାତକ ବିଦ୍ୟାଳୟ ରେ ଶିକ୍ଷାବିଭାଗ ତରଫରୁ ''ଶିକ୍ଷା ସମାଜ ବିଜ୍ଞାନ ରଧାରଣା'' ବିଷୟରେ ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚ଼କ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅଧ୍ୟାପକ ଅଶୋକ…

ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟିର ସଭା କାର୍ଯ୍ୟକ୍ରମ

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଏକ ସଚ଼େତନତା ମୂଳକ ସଭାକାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମିଟିର ରହିଥିବା…

ଅତ୍ୟନ୍ତ ଶୋଚନୀୟରେ ଅବସ୍ଥାରେ ତେନ୍ତୁଳିଛୁଆଁ ଗ୍ରାମ ରାସ୍ତା

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ପାଲସି ଝରଣ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲି ଛୁଆଁ ଗାଁକୁ ମାଟି ମୁରୁମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଂଯୋଗ…

ବିଜେଡ଼ି ତରଫରୁ ସୈାମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଫକିରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନରେ ଭାବ ବିହ୍ବଳ ସୃଷ୍ଟି କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସୈାମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଳକ ଏବଂ…

କୁରାଳରେ ମାଗଣା ଚକ୍ଷୁଚିକିତ୍ସା ଶିବିର, ଅସ୍ତ୍ରୋପଚାର ପାଇଁ ୩ ଜଣ ଭୁବନେଶ୍ୱର ଗଲେ

ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବ୍ଲିଜ୍ ଫାଉଣ୍ଡେସନ ଏବଂ କର ଆଇ ହସ୍ପିଟାଲ ଭୁବନେଶ୍ୱର ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦ କୁରାଳର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁଚିକିତ୍ସା ଶିବିର ଶୁକ୍ରବାର…

ଆମ ଓଡ଼ିଶା ନବୀନ ଓଡ଼ିଶା ମନ୍ଦିର ନିର୍ମାଣ କାର୍ଯ୍ୟ ସରିବା ପରେ ମିଳୁନି ବିଲ

ଚିଲିକା;(ସେକ କୌସର): ଚାରି ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ମିଳୁନି ଟଙ୍କା ରାଜ୍ୟରେ ସରକାର ଏକ ବର୍ଷ ବିତି ଗଲାଣି ଶୁଣୁ ନାହାନ୍ତି ସରକାର , ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ ନଈରୀ ଓ ବଉଳାବନ୍ଧ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଚିଲିକା ବିଡ଼ିଓ…

୧୯ ବର୍ଷରେ ପାଦ ଥାପିଲା ସୋଆ, ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ରହିଛି ଲକ୍ଷ୍ୟ: କୁଳପତି

ଭୁବନେଶ୍ୱର, ଜୁଲାଇ ୧୮ : ଗୁଣବତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ୧୮ ବର୍ଷ ପୂରଣ କରି ୧୯ରେ ପାଦ ଥାପିଥିବା ବେଳେ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ…

ପିଏନବି କଟକ ପକ୍ଷରୁ ରିଟେଲ ଆଉଟ୍ ରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ: ଦେଶର ଅଗ୍ରଣୀ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ କଟକର ରଶ୍ମି ପ୍ୟାଲେସଠାରେ ଏକ ରିଟେଲ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏନବିର ବିଭିନ୍ନ ଖୁଚୁରା ଉତ୍ପାଦ ଯେପରି ଗୃହ ଋଣ, କାର ଋଣ ଏବଂ ଶିକ୍ଷା ଋଣ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ…

ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ କର୍ମଶାଳା ଉଦ୍ଘାଟିତ।

- ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ - ଶକ୍ତି ପରିବର୍ତ୍ତନରେ ଓଡ଼ିଶା ନେତୃତ୍ୱ ନେଉଛି ଭୁବନେଶ୍ୱର, ୧୮ ଜୁଲାଇ ୨୦୨୫ — ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ…

ବର୍ଷେ ପରେ ଆରମ୍ଭ ହେଲା ଧରଣୀଧର ବିଶ୍ଵବିଦ୍ୟାଳୟରେ ଆଇସିସି ପ୍ରହସନ।

 ପ୍ରଶାସନ ସ୍ଥିତି ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ।  କେନ୍ଦୁଝର,ତା୧୮/୭- ଚଳିତ ମାସ ୧୨ ତାରିଖରେ ହଠାତ ଶୋଇ ପଡ଼ିଥିବା ଧରଣୀଧର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଉଠି ପଡ଼ି ଏକ ଆଇସିସି କମିଟି ବୈଠକ ଡାକିଥିଲେ। ଛାତ୍ରୀ କିମ୍ବା ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନାର…