ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ଭୁବନେଶ୍ୱର: ଗତ ମଇ 7 ତାରିଖରେ ଓଡିଶା ସଚିବାଳୟ ସେବା ସଂଘର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି | 8 ତାରିଖ ଭୋର 3 ଟା ସମୟରେ ନିର୍ବାଚନର ଫଳାଫଳ ଜଣା ପଡିଥିଲା | ମିଳିଥିବା ସୂଚନା ଅନୁଯାୟୀ 2024 ରେ ଯେଉଁ ନିର୍ବାଚନ ହେବାର ଥିଲା ତାହା 2025 ରେ ଅନୁଷ୍ଠିତ…