ବେଲଗୁଣ୍ଠା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବେଲଗୁଣ୍ଠା, ୧୨/୦୮, -(ଶିବରାମ ଚୌଧୁରୀ )-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ବ୍ୟାପୀ ଚାଲିଥିବା "ହର୍ ଘର୍ ତ୍ରିରଙ୍ଗା" ଅଭିଯାନ ଅବସରରେ ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ସ୍ଥିତ ହନୁମାନ ମନ୍ଦିର ଠାରୁ ଦଶ ଘଣ୍ଟ ତିରିଶ…

ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜିକରଣ: ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତ୍ରୁଟିମୁକ୍ତ ପଞ୍ଜିକରଣ, ଏଗ୍ରିଷ୍ଟାକ୍‌ (AgriStack) ଓ ଭାଗଚାଷୀଙ୍କ ଆଧାର e-KYC ଉପରେ ପ୍ରଶାସନର ଗୁରୁତ୍ୱ; ଆସନ୍ତା ଅଗଷ୍ଟ ୩୧ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା। ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ​ଚଳିତ ଖରିଫ୍ ଋତୁରେ ଧାନକିଣା ପାଇଁ ରାଜ୍ୟରେ ଗତ…

ଭଞ୍ଜନଗରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ: ଦେଶପ୍ରେମ ଓ ଉତ୍ସାହର ସହ ପାଳିତ ହେଲା ସ୍ବାଧୀନତା ଦିବସ ଶୋଭାଯାତ୍ରା

ବାଉଁଶଲୁଣ୍ଡିରୁ ଭେଜିପୁଟ: ତ୍ରିରଙ୍ଗା ଶୋଭାଯାତ୍ରାରେ କମ୍ପିଲା ଭଞ୍ଜନଗର ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟିର ମିଳିତ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ…

କେନ୍ଦୁଝରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆୟୋଜିତ।

କେନ୍ଦୁଝର,୧୨/୦୮:ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ 'ହର ଘର ତ୍ରିରଙ୍ଗା' (ଘରେ ଘରେ ତ୍ରିରଙ୍ଗା) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା, ଜାତୀୟ ପତାକା 'ତ୍ରିରଙ୍ଗା' ପ୍ରତି…

୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା

ରାୟଗଡ଼: ସ୍ଥାନୀୟ ତୁମ୍ବିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଗୁଦେରପାଲି ମହାବିଦ୍ୟାଳୟରେ ସ୍ୱାଗତଂ ସମ୍ବର୍ଦ୍ଧନା ଉତ୍ସବ

ନୂତନ ଗୃହ ଉଦ୍‌ଘାଟନ, ‘ସୀମା’ କାନ୍ଥପତ୍ରିକା ଉନ୍ମୋଚନ ବିଜେପୁର: ଶିକ୍ଷା ସହ ସଂସ୍କୃତି ଓ ପ୍ରତିଭାର ମିଳନରେ ଉତ୍ସବମୁଖର ଗୁଦେରପାଲି ମହାବିଦ୍ୟାଳୟ ପରିସର। ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ସ୍ୱାଗତଂ ସମ୍ବର୍ଦ୍ଧନା ଉତ୍ସବ ସହ ନୂତନ ଗୃହ ଉଦ୍‌ଘାଟନ, ‘ସୀମା’…

ଚୋରା ମଦ ଜବତ : ୮ ଜଣ କୋର୍ଟ ଚାଲାଣ ।

କେନ୍ଦ୍ରାପଡ଼ା:୧୨/୦୮(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରାଇନ୍, କେନ୍ଦ୍ରାପଡ଼ା ସଦର ଏବଂ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ

ବ୍ରହ୍ମପୁର: ପ୍ରଯୁକ୍ତିବିଦ୍ୟା ଏବଂ କାର୍ଯ୍ୟକ୍ଷେତ୍ର ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବାରୁ ଯୁବପିଢ଼ିଙ୍କୁ ନିରନ୍ତର ଭାବେ ନିଜ ଦକ୍ଷତାର ଉନ୍ନତି କରିବା ସହ ନୂତନତ୍ୱକୁ ଆପଣାଇବା ଏବଂ ଉଦୀୟମାନ ସୁଯୋଗ ସହ ନିଜକୁ ଖାପ ଖୁଆଇବା ଆବଶ୍ୟକ । ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଗଞ୍ଜାମ…

ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଶତାଧିକ ଜନସାଧାରଣ

ବିଜେପୁର: ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ। ଜାତୀୟ ପତାକାର ଗୌରବ ଓ ଦେଶଭକ୍ତିର ବାର୍ତ୍ତା ନେଇ ବିଜେପୁର ନିର୍ବାଚନମଣ୍ଡଳୀର ସାଇପାଲି ମଣ୍ଡଳ ପକ୍ଷରୁ ସାଇପାଲିରୁ ବଡ଼ବ୍ରାହ୍ମଣୀ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଯାତ୍ରାରେ ତ୍ରିରଙ୍ଗା ପତାକାରେ ସମଗ୍ର…

୩ବର୍ଷ ବିତିଲା, ସରୁନି ଶ୍ରୀରାମ ବିହାର ନିର୍ମାଣ

ଅଧାରେ ଅଟକିଛି ରୋଷଘର ମରାମତି, ଆଲୋକ ଅଭାବରୁ ରୋଷେଇରେ ସମସ୍ୟା, ଓଡ଼ଗାଁ, ୧୧ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଗୁପ୍ତ ଅଯୋଧ୍ୟାର ଅଧୀଶ୍ୱର ଶ୍ରୀ ରଘୁନାଥ ଜୀଉଙ୍କ ପୀଠର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକୁ ଦୀର୍ଘ ୩ ବର୍ଷ ବିତିଥିଲେ ମଧ୍ୟ ଅନେକ କାମ…