ଫାଶୀମାଲ ରେ ମନରେଗା ଦୁର୍ନୀତି, ଟଙ୍କା ନ ଦେଲେ ଗୁଣ୍ଡା ପଠାଉଛି ପ୍ରଶାସନ !!!
ପଂଚାୟତ ପ୍ରଶାସନ ଗୁଣ୍ଡା ଲଗାଇ ଲୋକଙ୍କ ଠୁ ଆଦାୟ କରୁଛି ଟଙ୍କା !!!!!!!
ଜମନକିରା, (ଲିପନ ନାଏକ ) : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଜନ ସାଧାରଣ ଙ୍କୁ ରୋଜଗାର ଦେଉଥିବା ବେଳେ ଏହି ଯୋଜନାରେ କିଛି ଅଧିକାରୀଙ୍କ…