ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌର ପରିଷଦ ପକ୍ଷରୁ ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉଦଘାଟିତ ହୋଇଥିଲା । ୩୧.୦୮.୨୦୧୮ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପୌରପରିଷଦର ୨୮ ଗୋଟି ୱାଡର଼୍ରେ ଡାକବାଜି ଯନ୍ତ୍ର...
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌର ପରିଷଦ ପକ୍ଷରୁ ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉଦଘାଟିତ ହୋଇଥିଲା । ୩୧.୦୮.୨୦୧୮ ଶୁକ୍ରବାର ପ୍ରାତଃ ୫ଟା ସମୟରେ ପୌରପରିଷଦର ୨୮ ଗୋଟି ୱାଡର଼୍ରେ ଡାକବାଜି ଯନ୍ତ୍ର...
ବଲାଙ୍ଗୀରରେ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଲୋକାର୍ପିତ ବଲାଙ୍ଗିର/ନିରୋଜ ମିଶ୍ର - ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ବଲାଙ୍ଗିର ବାସିଙ୍କ ସ୍ୱପ୍ନ ସାକାର ହୋଇଛି । ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ...
ଯାଜପୁର(ଜୟଶଙ୍କର ଦାଶ) ଗଣତନ୍ତ୍ରରେ ମତଦାନ କରିବା ଏକ ସାଂବିଧାନିକ ପ୍ରକ୍ରିୟା । ଏଥିପାଇଁ ପ୍ରତ୍ୟେକ ସାବାଳକ ମାନଙ୍କୁ ଭାରତର ନିର୍ବାାଚନ ଆୟୁକ୍ତ ଭୋଟର ପରିଚୟପତ୍ର ଯୋଗାଇ ଦେଇଥାନ୍ତି ବୋଲି ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି...
ବରିଷ୍ଠ ନାଗରିକ ରାଧାଶ୍ୟାମଙ୍କୁ ଉପଯୁକ୍ତ ନ୍ୟାୟ ମିଳିଲା । ଯାଜପୁର, (ଜୟଶଙ୍କର ଦାଶ) : ସମୟ ବଦଳିବା ସହ ବଦଳି ଯାଊଚ୍ଥି ସଂପର୍କର ପରିଭାଷା । ପ୍ରତ୍ୟେକ ଆଜି ନିଜର ଅହଙ୍କାର ଓ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚାଲିଚ୍ଥନ୍ତି । କେହି...
ପଦ୍ମପୁର/ନୀଳ ଦୀପ :-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ଭୂବନେଶ୍ୱର ରୁ ଉଡାଯାହାଜରେ ଆସି ପଦ୍ମପୁର ସ୍ଥିତ ସତୀଭଟା ଏଆର ଷ୍ଟ୍ରିପଠାରେ ଅବତରଣ କରି ସେଠାରୁ ପୁଣି ହେଲିକପ୍ଟର ଯୋଗେ...