ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି

4

ରାୟଗଡ଼ା /ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ଼ା ଜିଲ୍ଲା ଜିଲ୍ଲା ପ୍ରଶାସନ ପକ୍ଷ ପକ୍ଷରୁ ବନା ପଦ୍ମ ପୁର ବ୍ଲକ ସଦଭାବ ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁ ଅନୁଷ୍ଠିତ ହୋଇ ଯାଇଛି । ରା ରାୟଗଡ଼ା ଜିଲ୍ଲାପାଳ ଆଣ୍ଠୁ ତୋଷ ତୋଷ କୁ ଲ କ ର୍ଷି ଙ୍କ ନିର୍ଦ୍ଦେଶକ୍ରମେ । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ୟନ ତଥା ନିର୍ବାହୀ ଅଧୂ କାରୀ ଜିଲ୍ଲା ପରିଷଦ, ରାୟଗଡ ଅଛ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ପ ଜିଲ୍ଲାପାଳ ଦୁଧ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଭି ସର ସରଜୋନୀ ଦେବୀ, ରାୟଗଡ ସଦର ଡିଏସ ଡିଏସଓ ରବୀନ୍ଦ୍ର ନାଥ ପାତ୍ର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ପଦ୍ମପୁର ବ୍ଲକ ଅଧ୍ଯକ୍ଷା ମଣି ମାଳ । ଶବର ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୩୬ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥୁରୁ ଟି

୨୯ ବ୍ୟକ୍ତିଗତ, ୦୭ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦା ଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନି ନିମନ୍ତେ ସମ୍ପୃକ୍ତ ଅଧୂକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ ହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅଭିଯୋଗ ଶିବିରରେ ଜିଲ୍ଲା ସାମ ସାମାଜିକ ସୁରକ୍ଷା ଅଧୂକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ଆ ର କ୍ଷୀ ଅକାରୀ ବାବୁଲି ନାୟକ, ଉପଖଣ୍ଡ ସୂଚନା ଓ ଲାକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଲିଡ଼ ବ୍ୟାଙ୍କ

ଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ବାଉରୀ, ବ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ଜିଲ୍ଲା ପଞ୍ଚା ଅଧୂକାରୀ, ଗ୍ରାମ୍ୟ ପାନ ପାନୀୟ ଜଳ ଯୋଗାଣ ସହକା କାରୀ ନିର୍ବାହୀ ଯନ୍ତ୍ର ଯନ୍ତ୍ରୀ ଲୋକନାଥ ।ଥ ଯାଦବଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ପଦ୍ମ ପୁର ଗୋଷ୍ଠୀ ଉନ୍ନୟନ ଅଧୋକାରୀ କୁରେଶ ଚନ୍ଦ୍ର ଜେନାଙ୍କ ତ ତ୍ବ। ବ ଧା ନ ରେ ଅ ନୁ ଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପଦ୍ମପୁର ତହସି ଲଦାର ସୁବଶିଷ ଶତପଥୀ, ପଦ୍ମପୁର ଥାନ। ଅଧିକାରୀ ଧରଣୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.