ସରକାରୀ ସ୍ନାତକ ମହାବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ |

4

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ନିକଟସ୍ଥ ପାରଲା ଠାରେ ଥିବା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପିକାଓ ଅଧ୍ୟାପକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ପ୍ରକାରେ ବିଦ୍ୟାଳୟର ଇତିହାସ ବିଭାଗର ଅତିଥୁ ଅଧ୍ୟାପକ ବାଦଲ କୁମାର ପରିଡ଼ା ଓ ରାଜନୀତି ବିଜ୍ଞାନର ଅଧ୍ୟାପିକା ପ୍ରଜ୍ଞା ପ୍ରିୟଦର୍ଶିନୀ ଦଳାଇ ଉଭୟ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମାନସିକ ନିର୍ଯ୍ୟାତନା ଆଦି ଦେଉଥ‌ିବା ନେଇ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।

ବିଦ୍ୟାଳୟର ଅଧ୍ଯକ୍ଷ ମୋ ହାତରେ ଅଛନ୍ତି ମୋର କେହି କିଛି କରିପାରିବ ନାହିଁ । ମୁଁ ଯାହା କହିବି ତାହା କରିବ ବୋଲି କହିବା ସହ ପରୀକ୍ଷାରେ ମାର୍କ କମେଇ ଦେବି ଓ ଫେଲ କରିଦେବି ଅଧ୍ଯକ୍ଷ ନଥୁବାରୁ ନିଜକୁ

ସର୍ବେସର୍ବା କରିବା ନିଜ ଇଚ୍ଛା ମୁତାବକ କାର୍ଯ୍ୟ ଷ୍ଟାଟଅପ କାର୍ଯ୍ୟକ୍ରମରେ ନିଜ ବିଭାଗ ପିଲାଙ୍କୁ ଗୁରୁତ୍ୱ ଦେବା ଅନ୍ୟ ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିଥିଲେ ଗୁରୁତ୍ଵ ଦିଆନଯିବା ଅଧ୍ଯକ୍ଷ ସମସ୍ତ ବିଷୟକୁ ଜାଣି ବ୍ଲୁପ୍ ରହିବା ଓ ଛାତ୍ରଛାତ୍ରୀମାନଙ୍କୁ ବ୍ଲ ଇଙ୍କ ଦେଖେଇଲେ ମୁଁ ରେଡି ଈଙ୍କ ଦେବି ବୋଲି

କହିବା ଓ ବିଦ୍ୟାଳୟର ରାଜନୀତି ବିଜ୍ଞାନରେ ଅଧ୍ୟାପିକା ସୁଶ୍ରୀ ଦଳାଇ ପୂର୍ବ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶ। ଛାତ୍ରଛାତ୍ରୀ ବୋଲି ହୀନ ମାନସିକତା ଦେଖୁବା ଜାତିଆଣ ଭେଦଭାବ ସହ କୋଣସି ପ୍ରଶ୍ନ ପଚାରିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ ବୋଲି କହିବ ଅଧ୍ୟାପକ ଅଧ୍ୟାପିକା ମଧ୍ୟରେ ରହିଥ‌ିବା ସୁସୁମ୍ପକକୁ

ଅଧ୍ଯକ୍ଷଙ୍କ ଅନୁପସ୍ଥିତ ରହୁଥ‌ିବା ନେଇ ଛାତ୍ରଛାତ୍ରୀ ବାଧ୍ୟହୋଇ ତାଲା ପକIଇଥିବା କ୍ଷୋଭର ସହ କହିଛନ୍ତି ଉଭୟ ଅଧ୍ୟାପକ ଅଧ୍ୟାପିକା ତୁରନ୍ତ ବଦଳି କରିବ । ପାଇଁ ଦାବି କରିଛନ୍ତି |ଖବରପାଇବା କ୍ଷଣି ବିଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପ୍ରାଣିଗ୍ରାହୀ ଓ ରାମନାଗୁଡା ଥାନାଧିକାରୀ ସୁନିତା ବେହେରା ପହଞ୍ଚ୍ ଛାତ୍ର ଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀମାନେ ତାଲା ଖୋଲିଥିଲେ | ଓ ବିଦ୍ୟାଳୟର କୈଣସି ଅଭିଯୋଗ ଥିଲେ ଜଣାଇବ ପାଇଁ କହିଥିଲେ |ଏ ସମ୍ପର୍କରେ ଜୟପୁର ଆଞ୍ଚଳିକ ନିର୍ଦ୍ଦେ ଶକ ଖବର ପାଇ ଫେ I ନରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବା ପରେ ଏକ କମିଟି ଆସି ସମ୍ପୁର୍ଣ ଅଭିଯୋଗ ଶୁଣିବ ସହ ଏହା ନେଇ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଫାଟକରୁ ତାଲା ଖୋଲିବା ପରେ ଧାରଣା ହଟିଥିଲା I

Leave A Reply

Your email address will not be published.