ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫଡିପି ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୨୧: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫଡିପି)ରେ…

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୨୧: ସବୁଜିମାକୁ ବୃଦ୍ଧି କରିବା ସହ ପରିବେଶ ସନ୍ତୁଳନ ସଚେତନତା ବାର୍ତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଗତ ଜୁଲାଇ ୧୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଛତାବର ସ୍ଥିତ ବିଶ୍ୱବିଦ୍ୟାଳୟର କୃଷି ଗବେଷଣା କେନ୍ଦ୍ର ଠାରେ…

ଜିଓ ବିଶ୍ୱର ଏକ ନମ୍ବର ଏଫଡବ୍ଲୁଏ ସେବା ପ୍ରଦାନକାରୀ

- ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହୋଇଛି ଜିଓ - ଜିଓର ୫ଜି ଗ୍ରାହକ ସଂଖ୍ୟା ରେକର୍ଡ ୨୧ କୋଟି ୩୦ ଲକ୍ଷ ଅତିକ୍ରମ କରିଛି - ଜିଓ ନେଟୱାର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୩୭ ଜିବିରେ ପହଞ୍ଚିଛି ମୁମ୍ବାଇ / ଭୁବନେଶ୍ୱର:…

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ତା୨୧.୦୭.୨୦୨୫:ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ: ଆଜି ପାପଡ଼ାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ…

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ସରିଲା ସେମିଫାଇନାଲ, ୨୨ ଜୁଲାଇରେ ଗ୍ରାଣ୍ଡ ଫାଇନାଲ

ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଲେ ଦଶଟି ଦଳ ଭୁବନେଶ୍ୱର, ତା ୨୧/୦୭/୨୦୨୫ରିଖ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି ।…

ଆଇଆଇଟି ଭୁବନେଶ୍ୱର ଦ୍ୱାରା ଶିଳ୍ପ ବୃତ୍ତିଗତଙ୍କ ପାଇଁ ସିଷ୍ଟମ ଇଞ୍ଜିନିୟରିଂରେ ମିଶ୍ରିତ ମୋଡ୍ ଏମ୍.ଟେକ୍…

ଭୁବନେଶ୍ୱର, ଭାରତ, ୨୧ ଜୁଲାଇ, ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ସିଷ୍ଟମ୍ ଇଞ୍ଜିନିୟରିଂରେ ଏହାର ଅଭିନବ ମିଶ୍ରିତ ମୋଡ୍ ଏମ.ଟେକ. ପାଠ୍ୟକ୍ରମ ଆରମ୍ଭ ବିଷୟରେ ଘୋଷଣା କରିଛି, ଯାହା ବିଶେଷ ଭାବରେ ଶିଳ୍ପରେ କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ଡିଜାଇନ୍ କରାଯାଇଛି।…

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଛଅଟି ସର୍କଲରେ ୫୯୨୫ ଜଣିଆ ସ୍ବତନ୍ତ୍ର ଟିମ୍ ନିୟୋଜିତ ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ ମହଜୁଦ ତ୍ୱରିତ ପଦକ୍ଷେପ ପାଇଁ ଛଅଟି ଭ୍ରାମ୍ୟମାଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ ୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ୍ ସର୍ଭେ…

ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିଜେଡିର ସମୂହ ଦୀପଦାନ

ଭୁବନେଶ୍ୱର, ୨୦/୦୭/୨୦୨୫: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦିଲ୍ଲୀ ଏମ୍ସରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବଳଙ୍ଗା ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା…

ମହିଳାଙ୍କୁ ଉଠାଇନେବାକୁ ଉଦ୍ୟମ କରି କାର ଚାଳକ ଗିରଫ

ଓଡ଼ଗାଁ,୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁସୁମ ବାଙ୍କତରା ଛକରେ ଜଣେ ମହିଳାଙ୍କୁ ଉଠାଇନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ କାରଚାଳକ କୁରୁମବାଙ୍କତରା ଗାଁର ପ୍ରଫୁଲ୍ଲ କୁମାର ବାରିକ (୩୨)କୁ ଓଡ଼ଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ…

କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଜିଲାନ୍ସ ଚଢାଉ

ଓଡ଼ଗାଁ,୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଅପରାହ୍ନରେ ଏକ ୭ ଜଣିଆ ଭିଜିଲାନ୍ସ ଦଳ ଦ୍ବାରା ଚଢାଉ ହୋଇଥିବା ଜଣାପଡିଛି । ରବିବାର ଅପରାହ୍ନ ୩.୩୦ ରୁ ୫.୧୦ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା । ସେଠାରେ ଜଣେ…