ଚକରା ବିଷୋୟୀ ଛକ ଠାରେ ଖୋଲାସ୍ଥାନ ସୈ।ନ୍ଦର୍ଯ୍ୟ କରଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କେ.ଏସ୍.ୟୁ.ବି କଲେଜ୍ ରୋଡ଼୍ ଚକରା ବିଷୋୟୀ ବାଇପାସ୍ ଛକରେ ଥିବା ମହାନ୍ ବୀର ବିପ୍ଲବୀ ଚକରା ବିଷୋୟୀ ଙ୍କ ପ୍ରତିମୂର୍ତ୍ତି ଥିବା ଛକ ପରିସର ଖୋଲାସ୍ଥାନ କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ୨୦ ତାରିଖ ଜୁଲାଇ ମାସ ୨୦୨୫ ରବିବାର ଦିନ…

ନାରୀ ନିର୍ଯ୍ୟାତନା ସଚେତନତା ଓ ପ୍ରତିକାର କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସଦର ମହକୁମାରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳ ମହାବିଦ୍ୟାଳୟରେ ଗତ ତିନିଦିନ ଧରି ନାରୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଯୌନ ଉପ୍ତୀଡ଼ନ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ…

ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ : ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର ତା ୨୦.୭.୨୦୨୫: ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୁଇ ଦିନିଆ ଗସ୍ତ ରେ ଆସି ବିଭିନ୍ନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ରେ ଯୋଗ ଦେଇ ଥିଲେ। ଗତ କାଲି ୧୯.୭.୨୦୨୫ ରିଖ ସ୍ଥାନୀୟ ମିଶନ ଶକ୍ତି…

ପରିବର୍ତ୍ତନ ଫାଉଣ୍ଡେସନର ସଭ୍ୟ ମାନେ ସବୁଜ ନବରଙ୍ଗପୁର ଜିଲ୍ଲା ଗଠନ ନିମନ୍ତେ ଅଣ୍ଟା ଭିଡ଼ିଲେ

ନବରଙ୍ଗପୁର:20/07/25,ଅଶୋକ ସାହୁ, ଶାସକ ପ୍ରଶାସକ, ପରିବର୍ତ୍ତନ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ସଭାପତି ନିନିବାବୁ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ନବରଙ୍ଗପୁର ଜିଲ୍ଲା ଭତରା ସିଉନି ମନ୍ଦିର ନିକଟ ରାସ୍ତାରେ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟ ଙ୍କ ଦ୍ଵାରା ସବୁଜ ନବରଙ୍ଗପୁର ଗଠନ ନିମନ୍ତେ…

ଜିଓ ଫାଇନାନ୍ସିଆଲ୍ ଏବଂ ଆଲିଆଞ୍ଜ୍ ପୁନର୍ବୀମା କ୍ଷେତ୍ରରେ ପ୍ରବେଶ କରିବେ

- ଏକ ୫୦:୫୦ ଅନୁପାତରେ ମିଳିତ ଉଦ୍ୟୋଗ ଗଠିତ - ଭାରତରେ ସାଧାରଣ ବୀମା ଏବଂ ଜୀବନ ବୀମା କ୍ଷେତ୍ରରେ ମଧ୍ୟ ସୁଯୋଗ ଅନୁସନ୍ଧାନ କରିବେ ମୁମ୍ବାଇ/ମ୍ୟୁନିକ, ଜୁଲାଇ ୧୯, ୨୦୨୫: ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ (ଜେଏଫଏସଏଲ) ଏବଂ ଆଲିଆଞ୍ଜ୍ ଗ୍ରୁପ୍ (ଆଲିଆଞ୍ଜ)ର ଏକ…

ହୋହାଲ୍ଲାରେ ଆରମ୍ଭ, ହୋହାଲ୍ଲାରେ ଶେଷ

ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ହୋହାଲ୍ଲାରେ ଆରମ୍ଭ ହୋଇ ହୋହାଲ୍ଲାରେ ଶେଷ ହୋଇଛି । ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ.…

ଜିଲ୍ଲା ସ୍ତରୀୟ କାଉନସିଲର ତାଲିମ ଶିବିର: ବିକଶିତ ଓଡ଼ିଶା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ

ନୟାଗଡ଼(ବିଶ୍ୱଜିତ ନାୟକ) -୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କ ଖୁବ ଅବଦାନ ରହିଛି ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମତ ବ୍ୟକ୍ତ କରିଛନ୍ତି । ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା…

ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ କଳାହାଣ୍ଡି ଗସ୍ତ

ଜିଲାସ୍ତରୀୟ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ସର୍କଲ ସ୍ତରୀୟ ସମ୍ମିଳନୀରେ ଯୋଗଦାନ । ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୧୯/୦୭/୨୦୨୫ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗିର ସର୍କଲ ସ୍ତରୀୟ କର୍ମକର୍ତ୍ତା…

ଆବର୍ଜନା ମୁକ୍ତ ସହର ଗଠନ ପାଇଁ ସ୍ବଚ୍ଛତା ଅଭିଯାନ

  ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ "ସଫାଇ ଅପନାଓ ବେମାରୀ ହଟାଓ" ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ବିଭାଗୀୟ ନିର୍ଦ୍ଦେଶ କ୍ରମେ…

ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଙ୍କ କଳାହାଣ୍ଡି ଗସ୍ତ ଓ ଉନ୍ନୟନ…

ଭବାନିପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୧୯.୦୭.୧୦୨୫ - ଗ୍ରାମ୍ୟଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହିତ କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ…