ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ପରିବାର ବର୍ଗଙ୍କୁ ଭେଟିଲେ…

ନୂଆଦିଲ୍ଲୀ: ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଅଗ୍ନିକାଣ୍ଡର ଶିକାର ହୋଇ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଥିବା ନାବାଳିକାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ…

ଜାରିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ବୈଠକ

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଜାରିଂ କ୍ଲଷ୍ଟରସ୍ତରୀୟ…

‘ସେଇ ଝିଅ ଶିବାନୀ ଉପନ୍ୟାସ’ ପାଠକୀୟ ଚର୍ଚ୍ଚା

ନୟାଗଡ଼(ବିଶ୍ୱଜିତ ନାୟକ) :- ସାହିତ୍ୟ ହେଉଛି ସମାଜର ଦର୍ପଣ । ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରି ଦେଇପାରେ । କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବକୁ ନେଇ ପରିପୁଷ୍ଟ । \'ସେଇ ଝିଅ ଶିବାନୀ\' ଉପନ୍ୟାସ ନାରୀ…

ଅଟୋକୁ ଧକ୍କା ଦେଲା ପିକଅପ୍: ଜଣେ କାଉଡ଼ିଆ ମୃତ, ୭ ଆହାତ

ନୟାଗଡ଼ (ବିଶ୍ୱଜିତ ନାୟକ):- ଶ୍ରାବଣର ଦ୍ୱିତୀୟ ସୋମବାରରେ ଶରଣକୁଳ ଲଡ଼ୁବାବାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହାଜର କାଉଡିଆ ଜଳ ଢ଼ାଳିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ଅନ୍ୟ ସାତଜଣ ଆହତ ହୋଇ ବିଭିନ୍ନ ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି…

ଟ୍ରାକ୍ଟର ଓଲଟି ଯୁବକ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୦/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅନ୍ତର୍ଗତ ହୁଣ୍ଡାରଗୁଡା ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ହୁଣ୍ଡାର ଗୁଡା ଗ୍ରାମ ର ରମେଶ ଓଡ (୨୦) । ଏ ନେଇ ମୃତ ଯୁବକ ର ବାପା…

ଗାଙ୍ଗପୁର ପୋଲିସ୍ ର ଅବକାରୀ ଚଢ଼ାଉ ; ୧୫୦ ଲିଟର୍ ପୋଚ ନଷ୍ଟ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ପୋଲିସ୍ ଏକ ବେଆଇନ୍ ଦେଶୀମଦ ଭାଟିରେ ଚଢ଼ାଉ କରି ସେଠାରେ ଥିବା ବିପୁଳ ପରିମାଣର ପୋଚ ନଷ୍ଟ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ନିକଟସ୍ଥ ମକରାପଲ୍ଲୀ ଘାଇ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍ ଅବକାରୀ ଚଢ଼ାଉ କରିଥିଲା I ଚଢାଉ…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-, ଆଜି ଭଞ୍ଜନଗର ଟାଉନ୍ ହଲ୍ ଠାରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ସଭାପତି କୃତ୍ତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶା ଏବଂ…

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହା ସଂଘର ନିଷ୍ପତିକୁ ବେଲଗୁଣ୍ଠା ଦଣ୍ଡ କମିଟିର ସମର୍ଥନ ; ସାମାଜିକ ନାଟକ ଏବଂ ଅଶ୍ଳୀଳତା…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଶ୍ରୀ ଶ୍ରୀ ଶ୍ରୀ ଆନନ୍ଦ କବି ଚନ୍ଦ୍ର ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ବ୍ଲକ୍ ଦଣ୍ଡନାଚ କମିଟିର ସଭାପତି ଏସ୍ ଭାସ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଲକ୍ ର ସତରଟି ଗ୍ରାମ ତଥା ଦହି…

ସ୍ବାମୀଙ୍କ ପରକିଆ ପ୍ରିତି ପାଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା,ବାପଘରେ ଆତ୍ମହତ୍ୟା କରି ସୁସାଇଡ ନୋଟରେ ସ୍ବାମୀ ଆଉ ପ୍ରେମିକା ଙ୍କୁ ଦାଇ କଲେ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା, ଭବାନୀପାଟଣା ଧୋବାପଡା ରୁ ଅଭାବନୀୟ…

ନର୍ଲା ବ୍ଳକ ଯାଦବ ସମିତି ପୁନଃର୍ଗଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ରବିବାର ନର୍ଲା ବ୍ଲକ ଯାଦବ ସମିତି ପୁନଃଗଠନ ନେଇ ଏକ ସାଧାରଣ ସଭା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର…