ସ୍କର୍ପିଓ ଗାଡ଼ି ଧକ୍କାରେ ଷଣ୍ଢ ମୃତ।

3

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗୋପାଳ ପୁର ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଏକ ଢ଼ାବା ସାମ୍ନାରେ ଗୋଟିଏ ସ୍କର୍ପିଓ ଗାଡ଼ି ରାସ୍ତା ରେ ଯାଉଥିବା ବେଳେ ଗୋଟିଏ ଷଣ୍ଢ ଚଢ଼ି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଷଣ୍ଢର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଭାରସାମ୍ୟ ହରାଇ ସ୍କର୍ପିଓ ଗାଡ଼ି ରାସ୍ତା କଡ଼ରେ ବାଡ଼େଇ ହୋଇ ଗାଡ଼ି ଟି ଭାଙ୍ଗି ରୁଜି ହୋଇ ଯାଇଛି। କିନ୍ତୁ କେହି ମୃତାହତ ସୋଇନଥିବା ଜଣାପଡ଼ିଛି।

Leave A Reply

Your email address will not be published.