ବିଶ୍ବ କଲ୍ୟାଣରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ,

ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୨୦୮ ବ୍ରାହ୍ମଣଙ୍କ ଯୋଗଦାନ, ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମରେ ରବିବାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କୁ ନେଇ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ…

ୠଣ ଖିଲାପ ଅଭିଯୋଗରେ ଘର ନିଲାମ ଘଟଣା,ଗୃହ କର୍ତ୍ତାଙ୍କ ଆମରଣ ଅନସନ ଦ୍ବିତୀୟ ଦିନରେ,

 ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁ ଋଣ ଖିଲାପ କରିବା ଅଭିଯୋଗରେ ତାଙ୍କ ଘରକୁ ବ୍ୟାଙ୍କ ନିଲାମ କରିବା ପ୍ରତିବାଦରେ ତାଙ୍କର ଆମରଣ ଅନଶନ ଦ୍ୱିତୀୟ ଦିନରେ ଜାରି ରହିଛି । ଖବର ଅନୁସାରେ ଓଡ଼ିଶା ଗ୍ରାମ୍ୟ…

ଶିକ୍ଷକ ରାମଗୋପାଳ ଭୋଇ ସମ୍ମାନିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମଗୋପାଳ ଭୋଇ ଭୁବନେଶ୍ୱର ରେଳ ଭବନ ଠାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ରାମପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ସିଆରସିସି ପ୍ରଦୀପ୍ତ କିଶୋର ଦାଶ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ପ୍ରଧାନ ଶିକ୍ଷକ ହୋସିୟା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଘର ହିଁ ବିଦ୍ୟାଳୟ

ସୁବର୍ଣ୍ଣପୁର, ଶାସକ (ପ୍ରଶାସକ ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ତେଜେଶ୍ଵର ଦାସ ମୁଖ୍ୟ…

ବାଳମୁକୁନ୍ଦ କେନ୍ଦ୍ର ତରଫରୁ ବନ୍ଧୁତା ଦିବସ ପାଳିତ-ବନ୍ଧୁଭାବ ରଖିବା ହିଁ ଜୀବନ ସମ୍ପଦ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ଆର୍ବନ ହଷ୍ଟେଲ ଠାରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତା ବନ୍ଧୁଭାବ ରଖିବା ହିଁ ଜୀବନ ସମ୍ପଦ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ ସମସ୍ତ…

ବହ୍ନିକନ୍ୟା ନନ୍ଦିନୀ ଥିଲେ ଜଣେ ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞା

ଅଗ୍ନିକନ୍ୟା, ବହ୍ନିକନ୍ୟା, ମାଟିକନ୍ୟା, ଭୁଦାନକନ୍ୟା, ସର୍ବୋପରି ଓଡିଶାର ଲୌହମାନବୀ ପରି ବହୁ ବିଶେଷଣରେ ବିଭୂଷିତା ନନ୍ଦିନୀ ଥିଲେ ଜଣେ ବିଚକ୍ଷଣ ପ୍ରତିଭା ଏବଂ ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞା । ସ୍ବାଧୀନତା ଆନ୍ଦୋଳନବେଳେ ଗାନ୍ଧୀଙ୍କ ନୀତିକୁ ଆପଣେଇଥିଲେ ମଧ୍ୟ ସୁଭାଷ ବୋଷଙ୍କ ବିଚାରର…

“ବନ୍ଧ୍ୟାତ୍ବର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ”

ଓ.ଏ.ଆର .ଏଫ.ଟି ତରଫରୁ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ଭୁବନେଶ୍ୱର :ବନ୍ଧ୍ୟାତ୍ବ ର କାରଣ ଅଟୋଇମ୍ୟୁନ ରୋଗ ହୋଇପାରେ| ଏହି ଶୀର୍ଷକ ରେ ଓଡ଼ିଶା ଆର୍ଥ୍ରାଇଟିସ୍ ଏବଂ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ(ଓ,ଏ,ଆର,ଏଫ,ଟି) ଅନୁକୂଲ୍ୟ ରେ ହୋଟେଲ ମେ ଫେୟାର, ଭୁବନେଶ୍ୱର, ଠାରେ ରିଉମାଟୋଲୋଜି -…

ଓଡ଼ଗାଁ ପ୍ରାଥମିକ କୃଷିଋଣ ସମବାୟ ସମିତି, ନିଲମ୍ବିତ ପରିଚାଳନା କମିଟିକୁ ଉଚ୍ଛେଦ

ଓଡଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରାଥମିକ କୃଷିଋଣ ସମବାୟ ସମିତିରେ ଦୀର୍ଘବର୍ଷ ଧରି ହଟଚମ୍ପଟ ଲାଗିରହିଥିବା ବେଳେ ଓଡଗାଁ ପ୍ରାଥମିକ କୃଷିଋଣ ସମବାୟ ସମିତିର ନିଲମ୍ବିତ ପରିଚାଳନା କମିଟିକୁ ସମ୍ପୁର୍ଣ୍ଣ ଭାବେ ଶୁକ୍ରବାର ଉଚ୍ଚ କର୍ତ୍ତୃପକ୍ଷ ଉଚ୍ଛେଦ କରି…

ୠଣ ଖିଲାପକାରିଙ୍କ ଘର ନିଲାମ ଜରିଆରେ ବିକ୍ରି, ନିଲାମଧାରିଙ୍କୁ ମଡାଣଦେଲା ବ୍ୟାଙ୍କ,

ଆମରଣ ଅନସନରେ ଗୃହ କର୍ତ୍ତା ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ବାସିନ୍ଦା ପ୍ରଫୁଲ୍ଲ କୁମାର ସ୍ୱାଇଁ ଦୀର୍ଘ ଦିନ ଧରି ୠଣ ଖିଲାପ କରିଥିବା ଦର୍ଶାଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ବନ୍ଧା ପଡ଼ିଥିବା ଘରକୁ ନିଲାମ କରିଥିଲେ । ଏବଂ…