Sign in
Sign in
Recover your password.
A password will be e-mailed to you.
ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷ ନେଇ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ସକାଶେ…
ସୁବର୍ଣ୍ଣପୁର ରେ ଜାତୀୟ ପ୍ରେସ ଦିବସ ପାଳିତ
ସୁବର୍ଣ୍ଣପୁର,ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଅର୍ଜୁନ ଚରଣ ମାଝୀ…
ବୁଧାପାଲି ଗ୍ରାମରେ ସପ୍ତ ଶକ୍ତି ସଂଗମ ଅନୁଷ୍ଠିତ
ପଦ୍ମପୁର: -ବୁଧାପାଲି ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଳ୍ୟରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଓ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ଅନୁପମା ବେହେରା,ତାଳପାଲି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ତଥା ପୂର୍ବତନ ପରିଚାଳନା ସମିତି ସଦସ୍ୟା ଓ ସମ୍ମାନୀତ…
ନର୍ଲା ପ୍ରେସ ଏସୋ ସେସନ୍ ଓଯେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଡାକ ବଙ୍ଗଳା ଠାରେ ନର୍ଲା ପ୍ରେସ ଏସୋସେସନ ଓ ଜେ ୟୁ ଶାଖା ସଭାପତି ଚିନ୍ତାମଣି ନାଏକ ଙ୍କ ଅଧକ୍ଷ୍ୟ ତା ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି ଆଜି ସକାଳ ଏଗାର ଘଣ୍ଟା ସମୟରେ ସାମୁହିକ ଭାବରେ ଅଗ୍ର ପୂଜ୍ୟ…
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ଗଣମାଧ୍ୟମ ହେଉଛି ସୁସ୍ଥ ସମାଜର ସୂତ୍ରଧାର :ବିଧାୟକ
ଜଗତସିଂହପୁର,ତା-୧୬.୧୧.୨୦୨୫/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାପାଳଙ୍କ କର୍ଯ୍ୟଳୟସ୍ଥ ସଦଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ହୋଇଯାଇଛି…
ଅବୈଧ ଚୋରା ପଥର ଚୋରା ଚାଲାଣ, ରାତିଅଧରେପାହାଡ଼ ଉପରେ ପୋଲିସ ପ୍ରଶାସନ ର ଚଢ଼ାଉ, ଆସାମୀ ଫେରାର,
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ଶନିବାର ରାତ୍ର ଦଶ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ସହକାରୀ ତହସିଲଦାର ଗଣେଶ ଦଳେଇ ଙ୍କ ସହ ଗାଙ୍ଗପୁର ପୋଲିସ ବେଆଇନ ଭାବେ ପଥର ବ୍ଲାଷ୍ଟ କରି ଚୋରା ଚାଲାଣ କରୁଥିବା ଖଣି ଖାଦାନ ଉପରେ…
ପିତୃ ହତ୍ୟାକାରୀ ପୁତ୍ର ଥାନାରେ ଅଟକ
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଏ ବରିଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅର୍ଥ ଲୋଭରେ ରମେଶ ସାହୁ ନାମକ ଜଣେ ଯୁବକ ନିଜ ପିତା ପଦ୍ମନାଭ ସାହୁକୁ ଛୁରୀ ରେ ଭୁଷି ହତ୍ୟା କରିଥିବା ବେଳେ ବଡ଼ଭାଇ ଛଡେଇବାକୁ ଆସି ସାନ ଭାଇ ର ମାଡ଼ରେ…
ଜାଡରେ ଥରୁଛି ଓଡିଶାର ଡାର୍ଜିଲିଙ୍ଗ
: ସର୍ବନିମ୍ନ 5.8 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଦିନକୁ ଦିନ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ନିମ୍ନମୁଖୀ ହେବାରେ ଲାଗିଛି ପାରଦ l ପରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି…
ଉଜ୍ଜୟିନୀ-ଓଁକାରେଶ୍ବର ତୀର୍ଥ ଯାତ୍ରା ଅଭିମୁଖେ ବାହାରିଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଜ୍ଜୟିନୀ-ଓଁକାରେଶ୍ବର ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ ୭୨ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ଜିଲ୍ଲାପାଳ ଗଜପତି ଶ୍ରୀମତୀ ମଧୁମିତା , ଅନ୍ୟାନ୍ୟ ଅତିଥି ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ…
ବିଶ୍ଵ ମଧୁମେହ ଦିବସରେ ଆର୍ କେ ଡାଇବେଟିସି ସେଣ୍ଟର ତରଫରୁ ଏକ ସଚେତନତା କର୍ମଶାଳା ଓ ସମାବେଶ
ବ୍ରହ୍ମପୁର: ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଠାରେ ଅବସ୍ଥିତ ଆର୍ କେ ମଧୁମେହ ଏବଂ ଏଣ୍ଡ୍ରୋକ୍ରିନୋଲଜୀ କେନ୍ଦ୍ରରେ,ଆଜି ମଧୁମେହ ରୋଗ ବିଷୟରେ ଏକ ସଚେତନତା କର୍ମଶାଳା ସହ ପଦଯାତ୍ରାର ଆୟୋଜନ କରାଯାଇଥିଲା | ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋକ୍ରିନୋଲୋଜୀ ବିଭାଗର ମୁଖ୍ୟ…