Sign in
Sign in
Recover your password.
A password will be e-mailed to you.
କେନ୍ଦୁଝର ଜିଲ୍ଲା ପରିଷଦର ନବମ ଅଧିବେଶନ: ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନହିତକର ଯୋଜନାର ସମୀକ୍ଷା
କେନ୍ଦୁଝର, ୨୪ ଡିସେମ୍ବର ୨୦୨୫: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଆଜି ଷଷ୍ଠ ଜିଲ୍ଲା ପରିଷଦର ନବମ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଅଧ୍ୟକ୍ଷତା କରିଥିବା ବେଳେ…
ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଅଂଶଗ୍ରହଣ ପାଇଁ କେନ୍ଦ୍ରାପଡ଼ାରୁ ୩୧ ଜଣ ଯୁବ ପ୍ରତିଯୋଗୀ ଗଲେ ଭୁବନେଶ୍ୱର ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବରେ ବିଭିନ୍ନ ଵର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀ ମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବ ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆଜି…
ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବୀ : ଗ୍ରାହକ ପଞ୍ଚାୟତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଜାତୀୟ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ସ୍ଥାନୀୟ ଭଞ୍ଜନଗର କାର୍ଗିଲ୍ ସହିଦ ଭବନ ଠାରେ ଗ୍ରାହକ ଦିବସ ଉତ୍ସବ କୁ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ…
ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବୀ : ଗ୍ରାହକ ପଞ୍ଚାୟତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଜାତୀୟ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ସ୍ଥାନୀୟ ଭଞ୍ଜନଗର କାର୍ଗିଲ୍ ସହିଦ ଭବନ ଠାରେ ଗ୍ରାହକ ଦିବସ ଉତ୍ସବ କୁ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ…
୩୬ ତମ ବାର୍ଷିକ ଉତ୍ସବରେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ୍ ର ଅଧ୍ୟକ୍ଷା ଙ୍କ ଯୋଗଦାନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ର ୩୬ ତମ ବାର୍ଷିକ ଉତ୍ସବ ଡ଼.କମ୍ବୁ ପାଣି ସାମନ୍ତ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଯୋଗଦେଇ ଉଦ୍ଘାଟନ…
ଗଜପତି ଉତ୍ସବ – ୨୦୨୫ ସାଂସ୍କୃତିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜାନୟାରୀ ୧୮ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଉତ୍ସବ - ୨୦୨୫ ମହା ଆଡ଼ମ୍ବରରେ ପାଳିତ ହେବ। ଏଥିପାଇଁ ଗଜପତି ଉତ୍ସବ -୨୦୨୫ ସାଂସ୍କୃତିକ କମିଟି ପକ୍ଷରୁ ଜିଲ୍ଲା…
ଜ୍ୟୋସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ କନ୍ୟା ଜ୍ୟୋସ୍ନା ଶବରଙ୍କୁ (ବୟସ ୧୭ ବର୍ଷ) ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ୟୋସ୍ନା ହେଉଛନ୍ତି ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍ର କୀର୍ତ୍ତନ ଶବରଙ୍କ…
ଜିଲ୍ଲା ପରିଷଦ କଳାହାଣ୍ଡି ପରିଷଦ କଳାହାଣ୍ଡି ଅଷ୍ଟମ ବୈଠକ ଆଜି
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ସମସ୍ତଙ୍କୁ ସ୍ୱାଗତ ଜଣାଇ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତ…
ଠକେଇମାମଲାରେ ବନ୍ଧା ହେଲେ ଆସାମୀ।
(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ପୋଲିସ୍ ସହାୟତାରେ ଧରା ପଡ଼ିଛି,ଜଣେ କୁଖ୍ୟାତ ଅପରାଧୀ, ଯେ କି ବିଭିନ୍ନ ସ୍ଥାନରେ ନିଜକୁ ବିଭିନ୍ନ ଅଧିକାରୀର ପରିଚୟ ଦେଇ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି। ଉକ୍ତ ଆସାମୀ ଙ୍କର ନାଁ ରଞ୍ଜନ ଦାଶ ,ଵୟସ-୫୯ ବର୍ଷ, ପିତା…
ବାଇକ ଦୁର୍ଘଟଣାରେ ହୋମ ଗାର୍ଡ ଗୁରୁତର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ବୁଧବାର ପୁଲିସ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ହୋମ ଗାର୍ଡ ଙ୍କୁ ଗୁରୁତର…