Sign in
Sign in
Recover your password.
A password will be e-mailed to you.
“ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା “
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଗିରଫ ଉପରେ ବିଜେଡିର ପ୍ରତିକ୍ରିୟା
ରାଜନୈତିକ ଉଦେ୍ଦଶ୍ୟରେ ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି
ବିକ୍ରମଙ୍କ ବିରୋଧରେ ପୋଲିସ ପାଖରେ ତିଳେ ମାତ୍ର ପ୍ରମାଣ ନାହିଁ
ନୂଆପଡା ଉପନିର୍ବାଚନରେ ପ୍ରଭାବିତ କରିବାକୁ…
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ସେବା ଦିବସ ପାଳିତ
ଭୁବନେଶ୍ୱର, ୨୧/୧୦/୨୦୨୫:ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ, ଏହାର ଅଧ୍ୟକ୍ଷା ଏବଂ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଠ ସମାଜସେବୀ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମଦିନକୁ ଦେଶର ବିଭିନ୍ନ ସ୍ଥାନରେ 'ସେବା ଦିବସ' ଭାବରେ ପାଳନ କରାଯାଇଛି । ଏହି…
” ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା !!!
ଗତ କୁମାର ପୁର୍ଣିମା ରାତିରେ ଘଟିଥିବା ଦୁଃଖଦ ଘଟଣା ରେ ହତ୍ୟା ର ସ୍ବୀକାର ହୋଇ ଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା। ଦୀର୍ଘ ୧୭ ଦିନ ପରେ ଉକ୍ତ ହତ୍ୟାକାଣ୍ଡ ମାମଲା ରେ ଛନ୍ଦି ହୋଇ ଆଜି କୋର୍ଟ ଚାଲାଣ ହୋଇଛନ୍ତି ୧୨ ଜଣ ଅଭିଯୁକ୍ତ। ଏହି ଘଟଣାରେ…
ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ
ଓଡ଼ଗାଁ,୨୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ରରେ କ୍ଷେତ୍ରବାସୀ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଗୋବର୍ଦ୍ଧନ ଉତ୍ସବ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କର ସନ୍ଧ୍ୟା ନୀତି ପରେ ୩ ଠାକୁରଙ୍କ…
ବାଇକ୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ପୁତୁରା ମୃତ ଦାଦା ଗୁରୁତର,
କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ଓଡ଼ଗାଁ-ବାହାଡଝୋଲା ପୂର୍ତ୍ତ ରାସ୍ତା ଅବରୋଧ,
ତହସିଲଦାରଙ୍କ ଦ୍ବାରା ରେଡକ୍ରସ ପାଣ୍ଠିରୁ ୨୦ ହଜାର ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ,
ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା…
ପାଣିରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ନିକଟ ଗୋଡିପାଟଣା ଗ୍ରାମର ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ଛାୟା ମୁଦୁଲି (୭୫) ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ନେଇ ଅଭିଯୋଗ ହୋଇଛି । ବୃଦ୍ଧା ଛାୟା ମୁଦୁଲି ବୁଧବାର ଅପରାହ୍ନ ଗୋଟାଏ ବେଳେ…
ଗଜପତିରେ କେ. ନାରାୟଣ ରାଓ ଙ୍କୁ ବିପୁଳ ସମ୍ୱର୍ଦ୍ଧନା
https://youtu.be/gfeN2ccjhqs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମିଳିଛି ବଡ଼ ଦାୟିତ୍ଵ। ରାଜ୍ୟ ବିଜେପିରେ ମନମୋହନ ସାମଲ ଦ୍ଵିତୀୟ ବାର ରାଜ୍ୟ ସଭାପତି ହେବା ପରେ…
ସାଇକେଲ୍ କୁ ଧକ୍କା ଦେଲା ମୋଟରସାଇକେଲ୍ ; ସ୍ଵଚ୍ଛ କର୍ମୀ ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଆଳିଆ ସାହି ଛକ ନିକଟରେ ଏକ ସାଇକେଲ୍ ସହ ଏକ ମୋଟରସାଇକେଲ୍ ର ଧକ୍କା ହେବା ଫଳରେ ସାଇକେଲ୍ ଆରୋହୀ ଜଣଙ୍କ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଏନ୍ଏସିରେ…
ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଓ ସାଇବର ସୁରକ୍ଷା ରଥ ଶୁଭାରମ୍ଭ
ଜଗତସିଂହପୁର,ତା-୨୨.୧୦.୨୦୨୫/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଏବଂ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…
ତିନି ଗିରଫ ଦୁଇ ଦେଶୀ ବନ୍ଧୁକ ଜବତ୍ କଲା ପୁଣି ଭଞ୍ଜନଗର ପୋଲିସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଟିଏ ଗୋଟିଏ, ଥରେ ଥରେ ଦୁଇରୁ ଅଧିକ ଏପରି ଭାବରେ ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ପୋଲିସ ମୋଟ ୨୨ଟି ବନ୍ଧୁକ ଜବତ କରିଥିବା ବେଳେ ଆଜି ପୁଣି ଆଉ ୨ଟି ବନ୍ଧୁକ ଜବତ କରିଛି। ସୂଚନା ଅନୁସାରେ ଆଜି ଭଞ୍ଜନଗର ପୋଲିସ ଦିନରେ ପେଟ୍ରୋଲିଂ କରୁଥିବା ସମୟରେ ଏସ୍ ଆଇ…