Sign in
Sign in
Recover your password.
A password will be e-mailed to you.
ମିଡିଆ କେୟାର୍ସର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ମିଡିଆ କେୟାର୍ସ ଦ୍ଵାରା ସାମ୍ବାଦିକଙ୍କ ସମ୍ଭାବନା ଓ ସମସ୍ୟା ଉପରେ ଆଲୋଚନା
ରାୟଗଡା: (ସରୋଜ କୁମାର ସାହୁ) କୋଭିଡ ସମୟରେ ପ୍ରଭାବିତ ସାମ୍ବାଦିକ ଓ ସେମାନଙ୍କର ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାଗୁଡ଼ିକୁ ପ୍ରତିହତ କରିବାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସଂଗଠନ ମିଡିଆ କେୟାର୍ସ…
ଓଡ଼ଗାଁ ଗୋଲ୍ଡ ଏବଂ ପ୍ରଶାସନ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍-୨୦୨୬,
ତହସିଲ ଟାଇଗରକୁ ହରାଇ ଓଡ଼ଗାଁ ଗୋଲ୍ଡ ଚମ୍ପିୟାନ,
ଚମ୍ପିୟାନ ଏବଂ ରନର୍ସପ ଦଳ ଅଧିନାୟକ ଉଭୟ ଉଭୟଙ୍କୁ ଟ୍ରଫି ପ୍ରଦାନ,
ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ଓଡ଼ଗାଁ ଗୋଲ୍ଡ ଏବଂ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ…
ବାହାଡ଼ାଝୋଲା ମା’ ଲକ୍ଷ୍ମୀ ଭେରାଇଟ ଷ୍ଟୋରରୁ ୭୬ ହଜାର ଟଙ୍କା ଠକେଇ ଘଟଣା,
ମାଛିପଡା ଲକ୍ଷ୍ମୀ ଚୁଡ଼ି ଦୋକାନ ଅନୁରୂପ ଠକେଇ,
ମହିଳାଙ୍କ ଚୁଡ଼ି ଦୋକାନ ଉପରେ ଗ୍ୟାଙ୍ଗର ଟାର୍ଗେଟ,
ନୟାଗଡ଼ରୁ ନିୟୁଦିଲ୍ଲୀ ଲମ୍ବିଛି ଚେର
ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡିର ବାହାଡ଼ାଝୋଲା ମା' ଲକ୍ଷ୍ମୀ…
ଜିଲ୍ଲାରେ “ଗ୍ରାମୋଦୟ” ଯୋଜନା ର ପ୍ରଣୟନ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମ୍ମନୟ ବୈଠକ
ନବରଙ୍ଗପୁର ତା ୧୮.୧.୨୦୨୬: ଅଶୋକ ସାହୁ, ଶାସକ ପ୍ରଶାସକ ଗତ କାଲି ତା ୧୭.୧.୨୦୨୬ ରିଖ ଦିନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ " ଗ୍ରାମୋଦୟ" ଯୋଜନା ଅନ୍ତର୍ଗତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ନବରଙ୍ଗପୁରର ୪ ଟି ବ୍ଲକ ରେ…
ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ସହ କର୍ମୀଙ୍କୁ ବିଶ୍ୱାସଘାତ କରିଛନ୍ତି ଅରବିନ୍ଦ: ବିଜେଡି
ଦୁଇ ବିଧାୟକଙ୍କୁ ବିଜେଡିରୁ ନିଲମ୍ବନ ପ୍ରସଙ୍ଗ
ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ
ପାଟକୁରାରେ ଚାଲିଥିଲା ବାପା ପୁଅ ଶାସନ
ନିର୍ବାଚନମଣ୍ଡଳୀର ପୁରୁଖା ଦଳୀୟ କର୍ମୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରୁଥିଲେ
ଭୁବନେଶ୍ୱର, ୧୮/୦୧/୨୦୨୬: ବିଜୁ…
ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ଶକ୍ତି’
ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ମହାଶକ୍ତି ଫାଉଣ୍ଡେସନକୁ ଏହାର ଅଗ୍ରଣୀ ମହିଳା ସଶକ୍ତିକରଣ ଏବଂ ଜୀବିକା ପ୍ରୟାସ ‘ପ୍ରୋଜେକ୍ଟ ଶକ୍ତି’ ଜରିଆରେ ସମର୍ଥନ ଯୋଗାଇଦେଇ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ହୀରାକୁଦ ପୋ÷ରପାଳିକାରେ ମହିଳାମାନଙ୍କୁ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ .
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (ଶା:ପ୍ର):- ତା.୧୭/୧: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ମାନନୀୟା ଶ୍ରୀମତୀ ମମତା ନାୟକ ଉପଖଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ତାପିନୀ…
ଭାବପ୍ରବଣତାରେ ଭିଜିଲା ଟିକିରି ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଟିକିରି ରୁ ବୈକୁଣ୍ଠ ଦୁରିଆ:ଟିକିରି ଥାନାର IIC ବିଶ୍ୱବନ୍ଦିନୀ ବାଗ ଙ୍କ ବଦଳି ସହ ଟିକିରି ଅଞ୍ଚଳରେ ଗଭୀର ଶୂନ୍ୟତା ଅନୁଭୂତ ହେଉଛି। ଜଣେ କଠୋର ପୋଲିସ ଅଧିକାରୀ ନୁହେଁ, ବରଂ ଜଣେ ମାନବିକ, ସମ୍ବେଦନଶୀଳ ଓ ଅଞ୍ଚଳବାସୀଙ୍କ ଆପଣଙ୍କ ଲୋକ ଭାବେ ସେ ସମସ୍ତଙ୍କ ହୃଦୟ…
ପାଟକୁରା ବିଧାୟକଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପୁନଃବିଚାର ପାଇଁ ଦଳ ନେତୃତ୍ୱଙ୍କୁ ଡେରାବିଶ ବ୍ଲକ…
କେନ୍ଦ୍ରାପଡା:୧୮/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ପାଟକୁରା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ପୁନଃବିଚାର କରିବା ପାଇଁ ବିଜୁ ଜନତା…
ଭାରତ ଲିଳା ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁ ବରିଷ୍ଠ କଳାକାର
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ମହାନ୍ ବରିଷ୍ଠ ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ଅନେକ ବରିଷ୍ଠ ,ଗରିଷ୍ଠ କଳାକାର,ବୁଦ୍ଧିଜୀବି, ସମାଜସେବୀ,ସାମ୍ବାଦିକ ଓ ବନ୍ଧୁପରୀଜନ । ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳ ପରିସର କଣ୍ଟା ଡୋର ଗ୍ରାମର ମହାନ ବରିଷ୍ଠ…