Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ
ଆକ୍ସନମୋଡରେ ମୋହନ ସରକାର।
ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦୁଝର ଏସପି ଙ୍କ ତତ୍ତ୍ଵାବଧାନରେ ପୋଲିସର…
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ: ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କା, ୩୬୧୨ ପ୍ରକଳ୍ପ ଉପହାର
ବିକାଶ ଏବଂ ଓଡ଼ିଆ ଅସ୍ମିତା ସରକାରଙ୍କ ସୁଦୃଢ଼ ସ୍ତମ୍ଭ
ଖୁବ ଶୀଘ୍ର କଳାହାଣ୍ଡିରେ ହେବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି
ଉଦଯାପିତ ହେଲା ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬
ଭବାନୀପାଟଣା:ରୋହିତ କୁମାର ନାଏକ ୧୮/୦୧(ଶାସକ ପ୍ରଶାସକ)ଆଜି ୨୮ତମ କଳାହାଣ୍ଡି ଉତ୍ସବ…
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚିତ।
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି। ଉକ୍ତ ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ କେ. ଭେଙ୍କଟରାମନା, ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଦୀନବନ୍ଧୁ ଜେନା ମଞ୍ଚାସୀନ…
ବ୍ଲକ ସ୍ତରୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଶନିବାର ଦିନ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପାଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ପ୍ରିତା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରିତା…
ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗିଙ୍କୁ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର ଏବଂ ସ୍ୱତନ୍ତ୍ର ନବସୃଜନ…
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରିର ଚିତ୍ରକୋଣ୍ଡାସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଆର୍.ଏସ୍.ସି. ୬ ର ସପ୍ତମ ଶେଣୀ ର ଦିବ୍ୟା ଭାରତୀ ପାଙ୍ଗି ନାମକ ଏକ ଛୋଟ ଆଦିବାସୀ ଝିଅ କୋଲକାତାର ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ କିଶୋରୀ ବୈଜ୍ଞାନିକ ପୁରସ୍କାର…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୯ ତମ ବାର୍ଷିକ କ୍ରୀଡା ଉଦଯାପିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୯ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ…
ଶିକ୍ଷକଙ୍କ ନିଆରା ଢ଼ଙ୍ଗରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଏକାଠି ହେଲେ ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିଜ ଅବସର ଜୀବନକୁ ସ୍ମୃତିମୟ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସଦ୍ୟ ଅବସର ଗ୍ରହଣ କରିଥିବା ଶିକ୍ଷକ…
୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ : ଭୁବନେଶ୍ୱର କୁ ହରାଇ ରାୟପୁର ଚମ୍ପିୟାନ
ପଦ୍ମପୁର/ଶିବାଶିଷ ପଟ୍ଟାୟକଙ୍କ(ଶା: ପ୍ର) ୧୮/୦୧/୨୦୨୬ :- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ କ୍ୟୁ.ସି.ଆଇ ୱାରିଅର ରାୟପୁର ଓ ବାପୁଜୀ କ୍ଲବ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।…
ରାୟଗଡ଼ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ
ରାୟଗଡ଼: (ସରୋଜ କୁମାର ସାହୁ): ରାୟଗଡ଼ ବନାଞ୍ଚଳ ପକ୍ଷରୁ ଆଜି ଗୁମ୍ମା ସେକ୍ସନ ଅନ୍ତର୍ଗତ ସଂକେଶ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ବଣଭୋଜି ସ୍ଥଳଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିବେଶ…
୭ କେଜି କାଟେଣୀ କାହା ସ୍ୱାର୍ଥରେ, ମିଲରଙ୍କ ସ୍ୱାର୍ଥକୁ ‘ଅପା’ଙ୍କ ଗୁରୁତ୍ୱ
ନୟାଗଡ଼:- ନୟାଗଡ଼ ଜିଲ୍ଲାରେ ଧାନକିଣା ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଯାଏଁ କାଁ ଭାଁ ସ୍ଥାନରେ ମଣ୍ଡି ଖୋଲିଛି । ଅନେକ ସ୍ଥାନରେ ମଣ୍ଡି ଖୋଲି ନଥିବା ବେଳେ କିଛି ସ୍ଥାନରେ କେବଳ ପୂଜା କରି ଅପେକ୍ଷା କରାଯାଇଛି । ନୟାଗଡ଼ ଜିଲ୍ଲାର ୧୫୩ ପ୍ୟାକ୍ସ ଜରିଆରେ ୧୭୪ଟି ମଣ୍ଡି…