ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିଷ ପିଇଲେ ଚାଷୀ !

Baragarh/ Neel Deep : ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜଣେ ଚାଷୀ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ନାମ ଅକ୍ରୁର ବିଶି (୫୦)। ଘର ବରଗଡ଼ ଜିଲାର ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମରେ। ତାଙ୍କୁ ଗୁରୁତର…

ବିଜେଡ଼ି ଓ ବିଜେପି ୯ବର୍ଷ ଏକାଠି ଲୁଟି, ଏବେ କାଦୁଆ ଫିଙ୍ଗାରେ ବ୍ୟସ୍ତ,  ଉଭୟ ଦଳ ଓଡ଼ିଶାର ଶତ୍ରୁ : ଶେଖ ମସ୍ତାନ

ଢେଙ୍କାନାଳ ଜିଲ୍ଲା କଂଗ୍ରେସ  ବିଶାଳ କର୍ମୀ ସମାବେଶ  ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି : ନବ ଦାସ  କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି : କେପି  ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ କର୍ମୀ ସମ୍ମିଳନୀରେ…

 ଆନନ୍ଦ ଭବନ ସଂଗ୍ରହାଳୟରେ ନରଖି  ଭୁବନେଶ୍ୱର ବିମାନବନ୍ଦରରେ ରଖାଯାଉ ଟଲମ୍ୟାନଙ୍କ ଡାକୋଟା

  ଗବେଷକ ଅନିଲ ଧୀରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି  ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ଡାକୋଟା ଡିସି-୩ ବିମାନରେ ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରିଆଣିଥିଲେ ସେହି ସ୍ମାରକୀ ବିମାନକୁ  କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ନରଖି…

ନବୀନଙ୍କ କହିଁ ପର ନୀଗାହେଁ , କହିଁ ପର ନିଶାନା 

 ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ  ତେରେଛା ସମାଲୋଚନା     "ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ ହିଂସା ଢ  ଯେଉଁମାନେ ସମାଜକୁ ଜାତି, ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ  ନାମରେ ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି, ବିକାଶ ପାଇଁ ସେମାନଙ୍କୁ ପରାସ୍ତ…

ଦାବି ପୂରଣରେ ସରକାରୀ ଉାସୀନତାର ପ୍ରତିବାଦ, ସମୂହ ଛୁଟିରେ ଗଲେ ରାଜସ୍ୱ ଅମଲା 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଦବି ପୂରଣ ନେଇ ସରକାରଙ୍କ କାଳକ୍ଷେପଣ ନୀତିର ପ୍ରତିବାଦରେ ସମଗ୍ର ରାଜ୍ୟରେ  କାର୍ଯ୍ୟରତ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ରହିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଅବସ୍ଥା ପରିଲକ୍ଷିତ ହୋଇଛି । ନ୍ୟାର୍ଯ ଦାବି ପୂରଣ ନେଇ ବିଭିନ୍ନ ସମୟରେ ଆନେ୍ଦାଳନକୁ…

ଗୋପାଳ ଜୀଉ ସେବା ସଂଗଠନ ପକ୍ଷରୁ ଜଳଛତ୍ର 

ବାଲେଶ୍ୱର : ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୋପାଲଜୀଉ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ମଣ୍ଡଳବଜାରସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଛିି । ବାଲେଶ୍ୱର ଟାଉନଥାନା ଆଇଆଇସି ସରୋଜିନୀ ନାୟକ ଏହାକୁ ଉଦ୍ଘାଟନ କରିବା ସହ ସଂଗଠନର ଉଦ୍ୟମକୁ ପ୍ରଶଂସା…

ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ

  ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ…

ଲୋକପ୍ରିୟ ଦକ୍ଷ ତଥା ସର୍ବ ଶ୍ରେଷ୍ଠ  ପ୍ରଶାସକ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭଲପାଇବା ନିମନ୍ତେ ଆଦିବାସୀମାନଙ୍କୁ ଆହ୍ୱାନ…

ଆଦିବାସୀମାନଙ୍କର ଉନ୍ନତି ବିନା ରାଜ୍ୟ ଓ ଦେଶର ଉନ୍ନତି ଅସମ୍ଭବ-ଅଚ୍ୟୁତ ସାମନ୍ତ ଆଦିବାସୀ ସମ୍ପ୍ରଦାୟର ଉନ୍ନତିରେ ଦେଶ, ଜାତି ଓ ସମାଜର ଉନ୍ନତି ସାଧିତ ହୋଇଥାଏ: ସାନନ୍ଦ  ଆଦିବାସୀ ହେଉଛନ୍ତି ଭାରତ ଭୂଖଣ୍ଡର ମୂଳବାସୀନ୍ଦା :ଅରୁଣ  ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀମାନଙ୍କର…

“ଭାଷା ଭାଂଗବାର ଲାଗି ନୁହେଁ, ଜୁଡବାର ଲାଗି”

ସମଲପୁରି/କୋସଲିକୁ ସ୍ୱୀକୃତି ଦାବୀରେ ଗାଇସିଲଟରେ ରାଲି ପଦ୍ମପୁର ରୁ ନୀଳ ଦୀପ : ସମଲପୁରି/କୋସଲି ଭାଷାର ସ୍ୱୀକୃତି ଦାବୀରେ ଲଗାତାର ଚାଳିଥିବା ଆନେ୍ଦାଳନ ଆଜି ଗାଇସିଲାଟ ବ୍ଲକରେ ପହଂଚି ଦାବୀ ଜଣାଇଛି । ଭାଷାକର୍ମୀମାନେ ମାଁ ବହଲତଲିଏନ ଗୁଡି ଠାରେ ଏକତି୍ରତ ହୋଇ ସେଠାରୁ ବ୍ଲକ ଅଫିସ…

ତାଲୁକା ଆଇନ ସେବା ଆନୁକୂଲ୍ୟରେ ପଦ୍ମପୁର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ

 ପଦ୍ମପୁର-ପଦ୍ମପୁର ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପଦ୍ମପୁର ସିଭିଲ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ (ଏ.ଡି.ଜେ) ତଥା ତାଲୁକା ଆଇନ ସେବା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ…