Sign in
Sign in
Recover your password.
A password will be e-mailed to you.
ପରୀ ଏକ୍ସପ୍ରେସ ଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ : ବିଧାୟକ ଶ୍ରୀ ପୁରୋହିତ
ପରୀ ଏକ୍ସପ୍ରେସକୁ ପାଇକମାଲ ସହରରେ ସ୍ୱାଗତ
ପାଇକମାଲ/GOURANGA DASH/NILA DEEP -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି । ଏହି…
ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଗାଇସିଲେଟ / ନୀଳ ଦୀପ : ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବରଗଡ ଜିଲ୍ଲା ଗାଇସିଲେଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ବିଡିଓ ସୁଧାଂଶୁ ଶେଖର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନୋଜ ପଣ୍ଡାଙ୍କ…
ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି
ବିଜେପିକୁ ଲୋକ ତାର କର୍ମର ଉଚିତ ଜବାବ ଦେବେ : ବିଜୟ
ଭୁବନେଶ୍ୱର,: ଦେଶର ୧୦ଟି ରାଜ୍ୟର ୧୪ଟି ବିଧାନସଭା ଓ ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍କା ଲାଗିଛି ।…
ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ
ଛତିଶି ଦେବିଲିରେ ସହଭାଗିତା କାର୍ଯ୍ୟକ୍ରମ
ଯାଜପୁର, (ଜୟଶଙ୍କର ଦାଶ) ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ । ସମସ୍ତ ଯୋଜନାର ସଫଳତା ପାଇଁ ସହଭାଗିତାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଚେତନ କରାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି…
ରେଡକ୍ରସ ପକ୍ଷରୁ କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ।
ଯାଜପୁର, ଜୟଶଙ୍କର ଦାଶ: ବିଂଝାରପୁର ବ୍ଲକର ଅରେଇ ପଂଚାୟତ ପଦାସାହୀ ଗ୍ରାମର ପଂଚାନନ ଜେନାଙ୍କ ପତ୍ନୀ କେତକୀ ଜେନା ଓ ତାଙ୍କର ଦୁଇ କନ୍ୟା ମାନସିକ ଅବସାଦ କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ନୂଆଦିଲ୍ଲୀଠାରେ ଆଇବିଏ(ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ)ଙ୍କ ସହିତ ବ୍ୟାଙ୍କ ସମୂହ ମିଳିତ ସାମୁଖ୍ୟର ପ୍ରତିନିଧିମାନଙ୍କ ମଧ୍ୟରେ ବେତନ ବୃଦ୍ଧି ଆଦି ଦାବିର ଆଲୋଚନା ବିଫଳ ହେବା ପରେ ମଇ ୩୦ ବୁଧବାରଠାରୁ ସମଗ୍ର ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ଆରମ୍ଭ…
ବସ୍-ବାଇକ ମୁହାଁମୁହିଁ ଧକ୍କା , ଶଳା-ଭିଣୋଇ ମୃତ
ବୌଦ୍ଧ , ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଛକ ଠାରେ ବୁଧବାର ସକାଲ ୮ଟାରେ ଏକ ବସ୍ ସହ ବଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ମିଶ୍ର ନାମକ ଏକ ଯାତ୍ରୀବାହି ବସ ( ଓଆର ୧୬ ଏ…
ରମଣ ସିଂହଙ୍କ ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ
ଭୁବନେଶ୍ୱର,୩୦/୫/୨୦୧୮: ଆନ୍ତଃରାଜ୍ୟ ନଦୀ ସଂକ୍ରାନ୍ତୀୟ ସମସ୍ତ ଆଇନ୍, କାନୁନ୍ ବିଧିବିଧାନକୁ ଉଲ୍ଲଂଘନ କରି ଓଡ଼ିଶାରେ ମହାନଦୀର ଜଳଧାରାକୁ ପ୍ରତିହତ କରୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ପ୍ରତି କଟା ଘା’ରେ ଚୁନ ସଦୃଶ । ଏହାର ପ୍ରତିବାଦରେ ଆଜି ବିଜୁ…
ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧.୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧ, (ସିମନ ନାଏକ) ; ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଥିବା ବେଳେ ଏହି ରାସ୍ତା ଦେଇ ନିୟମିତଭାବେ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ପଡୋଶୀ ଜିଲ୍ଲା ସୋନପୁର, ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ୍ ହାତରେ ଧରାପଡିବା କିଛି…
ସରକାରୀ ଚାଉଳ ଆତ୍ମସାତ ମାମଲା : ଅଭିଯୁକ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ୫ଲକ୍ଷ ୯୮ହଜାର ୫ଶହଟଙ୍କା ମୂଲ୍ୟର ୪୭୫ କୁ୍ୟଣ୍ଟାଲ ସରକାରୀ ଚାଉଳ ଆତ୍ମସାତ ମାମଲାର ବିଛାର କରି ଅଭିଯୁକ୍ତ ପୂର୍ବତନ ଠାକୁରମୁଣ୍ଡା ବ୍ଲକର କିରାଣୀ କାମ୍ ଷ୍ଟୋର କିପର ତଥା ବର୍ତ୍ତମାନ…