ଶାଳୀନତା ଆଉ ଶିଷ୍ଟାଚାର ଭୁଲି  ଅହଂକାର ଓ ଔଦ୍ଧତ୍ୟ ଦେଖାଉଛନ୍ତି ଧର୍ମେନ୍ଦ୍ର : ବିଜୟ 

"ଏହା ବୋଧ ହୁଏ ତାଙ୍କ ଶିକ୍ଷା, ଦୀକ୍ଷା ଆଉ ସଂସ୍କାର" ଭୁବନେଶ୍ୱର,: ପୂର୍ବରୁ କୌଣସି ମନ୍ତ୍ରୀ ନିଜକୁ ଏତେ ନୀଚ ସ୍ତରକୁ ନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏପରି ସମାଲୋଚନା କରିନାହାନ୍ତି, ଯାହାକି ଅପାରଗ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନ କରିଛନ୍ତ | ଓଡ଼ିଶା…

କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ରେ ତୈଳଦର ବୃଦ୍ଧି ପାଇଁ ଗର୍ଜିଲେ ବିଜେଡି

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)  ଆନ୍ତର୍ଜାତିକ ବଜାରରେ ତୈଳଦର ଏବଂ ଭାରତୀୟ ବଜାରରେ ପେଟୋ୍ରଲିୟମ ପଦାର୍ଥର ଦର ମଧ୍ୟରେ ଅତ୍ୟଧିକ ତାରତମ୍ୟ ଲକ୍ଷ୍ୟ କରାଯିବା ସହିତ ଉପଭୋକ୍ତା ଉପରେ ଖୁବ ଆର୍ଥିକ ବୋଝ ପଡୁଥିବାରୁ ଦେଶ ବ୍ୟାପୀ ଏହା ଆଲୋଚନାର ବିଷୟବସ୍ତୁ ହୋଇଛି । ଏ…

ଗଞ୍ଜେଇ ବ୍ୟବସାୟର ଭୂସ୍ୱର୍ଗ :  ଘଂଟାପଡା ଫାଣ୍ଡି କେବେ ହେବ ଥାନା ?

କଂଟାମାଳ , ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଛି ଘଂଟାପଡା ଯାହା ଏକ ବିଚିତ୍ର ଭୌଗଳିକ ସ୍ଥତି ମଧ୍ୟରେ ଅବସ୍ଥିତ । ଘଂଟାପଡା ଅଂଚଳର ପଶ୍ଚିମରେ ଚିରତ୍ସୋତା ତେଲନଦୀ ସହ ଯୋଡି ହୋଇଛି ଉଭୟ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ପରିସୀମା । ସେହିପରି ଦକ୍ଷିଣରେ…

ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ : ଜାତୀୟ କନକ୍ଳେଭରେ ଉଚ୍ଚ ପ୍ରଶଂସିତ

ଭୁବନେଶ୍ୱର : ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହା ମେ ୨୮ ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା the ‘Niine Movement’s Menstrual Awareness Conclaveରେ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାର  କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଦଶମ…

କେନ୍ଦ୍ରର କ୍ରମାଗତ ତୈଳଦର ବୄଦ୍ଧି ବିରୋଧରେ ବିଜେଡି ପକ୍ଷରୁ ଜନଜାଗରଣ ସମାବେଶ

ପଦ୍ମପୁର/ନୀଳ ଦୀପ - ବାରମ୍ବାର ତୈଳ ଦର ବୃଦ୍ଧି ତଥା ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି ।ଯାହାର ଫଳ ସ୍ବରୂପ ସାଧାରଣ ଜନତା ଅସୁବିଧା ଭୋଗ କରୁଛନ୍ତି ।୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ତୈଳଦର ବୄଦ୍ଧି ହେବାରେ ଲାଗିଛି ।ଏହି ତୈଳଦର ବୄଦ୍ଧି ପ୍ରତିବାଦରେ…

ଧର୍ମେନ୍ଦ୍ର : କହିଁ ପେ ନିଗାହେଁ କହିଁ ପେ ନିଶାନା 

 ତୃତୀୟ ମହଲାକୁ ଟାର୍ଗେଟ. ଅଫିସର ମୀନା ବାହାନା Bhubaneswar : ମଉକା ପାଇବା ମାନେ ରାଜ୍ୟ ସରକାରଙ୍କୁ ଖାସ କରି ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ଭୁଲୁ ନାହାନ୍ତି | ସତେ ଯେମିତି ଧର୍ମେନ୍ଦ୍ର ଥାର୍ଡ଼ ଫ୍ଲୋରରେ ପହଂଚିବା ପାଇଁ ପାଣ୍ଡିଆନ ହିଁ …

ବାଚସ୍ପତି ଙ୍କ ନିର୍ବାଚନ ମଣ୍ଡଳିରେ ସ୍ୱାସ୍ଥ୍ୟସେବା ଅସ୍ୱାସ୍ଥ୍ୟକର 

ସମସ୍ୟା ଘେରରେ ଉବୁଟୁବୁ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର ଅଂଶୁଘାତ କୋଠରୀ କାହା ପାଇଁ, ବେଡରେ ବେଡସିଟ ପଡିବ କେବେ ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟତ ନିର୍ଭର କରୁଥିବା ପୁରୁଣାକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟ…

ଦେଶବ୍ୟାପୀ କଂଗ୍ରେସ ନିନ୍ଦା କଲା, ହେଲେ  ୪ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ କୃତଜ୍ଞତା ଜଣାଇଲା କଂଗ୍ରେସ 

ବଲାଙ୍ଗୀରରୁ  ନିରୋଜ ମିଶ୍ର : ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଭା କରି ସମାଲୋଚନା କରିଛି | ହେଲେ ବଲାଙ୍ଗୀର କଂଗ୍ରେସ ମୋଦିଙ୍କୁ କୃତଜ୍ଞତା ଜଣାଇଛି | କୃତଜ୍ଞତା ଜଣାଇ ବଲାଙ୍ଗୀର କଂଗ୍ରେସସ ପକ୍ଷରୁ କଣ କୁହାଯାଇଛି ତାହା…

 ଶିଶୁ ନିର୍ଯ୍ୟାତନା ଭଳି  ଦୁର୍ଭାଗ୍ୟଜନକଘଟଣାକୁ  ସମ୍ମିଳିତ ଉଦ୍ୟମ ଦ୍ୱାରା ପ୍ରତିହତ କରାଯାଇପାରିବ  : ଜିଲ୍ଲାପାଳ 

ଯାଜପୁରରେ ଶିଶୁ ନିର୍ଯ୍ୟାତନା ପ୍ରତିହତ ପାଇଁ ଗଡ଼ିଲା ପରି ଏକ୍ସପ୍ରେସ      ପଶୁପକ୍ଷୀ ଭାବେ ଲଗାତାର ଭାବେ ପଶୁପକ୍ଷୀ ଭଳି  ଆଚରଣ କରୁଥିବା ବେଳେ ମଣିଷ କିନ୍ତୁ ନିଜର ମଣିଷ ପଣିଆକୁ ଛାଡ଼ି ହିଂସ୍ର ଓ କ୍ରୁର ଆଚରଣ କରୁଛି : ପୌରପାଳ   ଯାଜପୁର/ ଜୟଶଙ୍କର ଦାଶ  : ଶିଶୁଟି ସରଳ ଓ ନିରୀହ…

ଗଡ ସଜାଡୁଛି ବିଜେଡି : ନବୀନ ନିବାସରେ ପାଳିତ ହେଲା ମୟୂରଭଞ୍ଜ ଜିଲ୍ଲାର ମହାମିଶ୍ରଣ ପର୍ବ 

ବିଭିନ୍ନ ରାଜନୈତିକ ଦଳରୁ ବିଜୁ ଜନତା ଦଳରେ ଯୋଗ ଦେଲେ ହଜାରେରୁ ଅଧିକ ନେତା ବାରିପଦା(ଦିଲ୍ଲୀପ ମହାନ୍ତି )- :  ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଦଳୀୟ କନ୍ଦଳ, ତ୍ରୁଟିପୂର୍ଣ୍ଣ ଫ୍ଲୋର ମ୍ୟାନେଜମେଣ୍ଟ ଆଉ କିଛି ବଦ୍ନାମ ନେତାଙ୍କ ପ୍ରତି ଲୋକଙ୍କ ରୋଷ କାରଣରୁ ଅକସ୍ମାତ ବିଜେପି ୧ ନମ୍ବରକୁ…