Sign in
Sign in
Recover your password.
A password will be e-mailed to you.
ଅନିଶ୍ଚିତତାରେ ଏମ୍ସ ସାଟେଲାଇଟ ସେଣ୍ଟର
ସ୍ଥାନାନ୍ତର ବିରୋଧରେ ଆନ୍ଦୋଳନ ମୁଖୀ କଂଗ୍ରେସ
ବାଲେଶ୍ୱର/ujjwal kar : ତକ୍ରାଳୀନ କେନ୍ଦ୍ରର ଉପା ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ବାଲେଶ୍ୱରର ଏମ୍ସ ସାଟେଲାଇଟ ସେଣ୍ଟର, ସୁପର ସ୍ପେଶାଲିଟି ହସପିଟାଲ ଏଣ୍ଡ ଇଣ୍ଟରନ୍ୟାସନାଲ ପବ୍ଲିକ୍ ହେଲ୍ଥ ସ୍କୁଲର ପ୍ରତିଷ୍ଠା ଅନିଶ୍ଚିତାକୁ…
ନାବାଳିକାକୁ ଦୁଷ୍କର୍ମ ମାମଲା : ଚରିତ୍ରର ସୁଧାର ନିମନ୍ତେ ୨ ନାବାଳକ ଗଲେ ଅନୁଗୁଳ ସୁଧାର ଗୃହ
ଚରିତ୍ରରେ ସୁଧାର ସହିତ ସ୍କିଲ ଡେ଼ଭଲପମେଣ୍ଟ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ୨ ବର୍ଷ ପାଇଁ ପଠାଇବାର ରାୟ
ବାରିପଦାରୁ ଦିଲ୍ଲୀପ ମହାନ୍ତି : ଏକ ନାବାଳିକା ସହିତ ବଳପୂର୍ବକ ଦୁଷ୍କର୍ମ ମାମଲାର ବିଚାର କରି ମୟୂରଭଞ୍ଜ ଜୁଭେନାଇଲ ଜଷ୍ଟିସ ବୋଡର଼୍ ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଅମୀୟ…
କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଅନ୍ୱେଷା -୨୦୧୭
ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ଛଉପଡ଼ିଆଠାରେ ତିନି ଦିନିଆ ପ୍ରତିଯୋଗିତା କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଆନ୍ୱେଷା-୨୦୧୭ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୁଳନ ପୂର୍ବକ…
ଜାତୀୟ ରାଜପଥରେ ୨ ଚକିଆ ଯାନ ପାଇଁ ହେଲମେଟ୍ ଚେକିଂକୁ କଡାକଡିି
ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମଟ୍ ପିନ୍ଧିଛନ୍ତି କି ନାହିଁ ତାର ମଧ୍ୟ ଯାଂଚ କରାଯିବ ।
ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱର ଖୁବ୍ଶିଘ୍ର ଛାତ୍ର-ଟ୍ରାଫିକ-ଭଲେଣ୍ଟିୟର କାର୍ଯ୍ୟକ୍ରମ ।
ହ୍ୱାଟ୍ସ୍ଆପ୍ ରେ ହେବ ନିରାପତ୍ତା ପରିଚାଳନା ଗ୍ରୁପ୍, ସାମିଲ ହେବେ ସବୁ…
ଜାତୀୟ ସ୍ତରର ଖୋଖୋ ଟିମରେ ପ୍ରତିନିଧିତ୍ୱ କରିଥିବା ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିରରୁ ନିରୋଜ ମିଶ୍ର :ଗତ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗଲୀ ଠାରେ ସ୍କୁଲ ଗେମ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ପ୍ରତିଯୋଗୀତାର ସବ ଜୁନିଅର ଖୋଖୋ ଖେଳରେ ଓଡିଶାକୁ ବ୍ରୋଞ୍ଜ ପଦ ମିଳିବା ସହ ଜାତୀୟ ସ୍ତରରେ ତୃତୀୟ ହେବାର ସୌଭାଗ୍ୟ ଲାଭ କରିଛି ।…
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ – ପ୍ରସାଦ
• ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବେ ବୋଲି ମୋଦିଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତି ପାଣିର ଗାର
• ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ ଟଙ୍କା ବୋନସ୍ ଦେବାକୁ ମୁଖ୍ୟମନ୍ତ୍ରୀଂକ ଘୋଷଣା କେବଳ ପ୍ରତାରଣା…
ମୁଣ୍ଡ ନୁଆଁଇଲେ ସରକାର, ମେଡିକାଲ କମିଶନ ବିଲ ଯିବ ଷ୍ଟାଣ୍ଡିଙ୍ଗ କମିଟିକୁ
ନୂଆଦିଲ୍ଲୀ: ମଙ୍ଗଳବାର ସରକାର ଜାତୀୟ ମେଡିକାଲ କମିଶନ ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇବା ପାଇଁ ନିଷ୍ପତ୍ତି ନେବା ପରେ ଦେଶବ୍ୟାପି ·ଲିଥିବା ଡାକ୍ତରମାନଙ୍କର ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ…
ଜିଲାପାଳଙ୍କ ନିର୍ଦ୍ଦେଶକୁ ୨୭ ଦିନ ପୁରିଲା
ଜମୁନାଗଡ଼ବାସୀଙ୍କ ଦୁଃଖ ବୁଝିବାକୁ ତହସିଲଦାରଙ୍କ ସମୟ ହେଲା ନାହିଁ
ବାରିପଦା/ dillip mohanty : ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନରେ ରହିଥିବା ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଯମୁନାଗଡ଼ ରାସ୍ୱଗ୍ରାମରୁ ୧୯୮୫ଠାରୁ ଜିଲାପ୍ରଶାସନ ପକ୍ଷରୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ…
ତିନିତଲାକ୍ ବିଲ ସଂପର୍କରେ ବିଜେପି ପ୍ରବକ୍ତାଙ୍କ ଜ୍ଞାନ ଅଛି ତ !
ଭୁବନେଶ୍ୱର/chakradhar majhi : ତିନି ତଲାକ ବିଲ୍ ସଂପର୍କରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲା ବେଳେ ଉକ୍ତ ବିଜେପି ପ୍ରବକ୍ତାଙ୍କ ଏ ସଂପର୍କରେ ଥିବା ଜ୍ଞାନକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।…