Sign in
Sign in
Recover your password.
A password will be e-mailed to you.
ବାପା- ମାଙ୍କୁ ହଇରାଣ କରୁଥିବା ପୁଅ ସାବଧାନ : ଘରୁ ତଡା ଖାଇବା ସହ ସମ୍ପତ୍ତିରୁ ହୋଇ ପାରନ୍ତି ବେଦଖଲ
ମାଙ୍କ ହଇରାଣ କରୁଥିବା ପୁଅକୁ ଘରୁ ବିଦା କରିବାକୁ କୋର୍ଟ ଦେଲେ ଆଦେଶ
କିଛି ଦିନ ତଳେ ସର୍ବୋଚ୍ଚ ଅଦାଲତ, ଦିଲ୍ଲୀ ହାଇକୋର୍ଟ ବାପା ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁଙ୍କୁ ପାନେ ଦେବାକୁ ଗୁରୁତ୍ୱ ଅଯରଣ ରାୟ ଦେଇ ଥିବା ବେଳେ ଏବେ ମୁମ୍ବାଇ ହାଇକୋର୍ଟ ବି ସେଭଳି ଏକ ଐତିହାସିକ…
ପ୍ରଶାସନ ଅବହେଳା କାରଣରୁ ବିଷ ପିଉଛନ୍ତି ଲୋକେ
ଫ୍ଲୋରାଇଡ କବଳରେ ଡାଙ୍ଗବାହାଲ ଗ୍ରାମ ଗନିଅାଁପାଲି
ବରଗଡ(ନୀଳ ଦୀପ) : ଜଳ ହିଁ ଜୀବନ । ଜଳ କୁ ବାଦ୍ ଦେଲେ ଜୀବନର ସ୍ଥିତି ଅସମ୍ଭବ । ଜଳ ବ୍ୟତିରେକ ସୃଷ୍ଟି ତିଷ୍ଠି ରହିବାର ପରିକଳ୍ପନା କରାଯାଇପାରେ ନାହିଁ । ଏମିତି ଏକ ଗାଁ ଅଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅର୍ନ୍ତଗତ ଡାଙ୍ଗବାହାଲ…
ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ…
ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ଅକାଳ ବିୟୋଗ
ବରଗଡ଼(ନୀଳ ଦୀପ)-ଦୁଃଖର ବିଷୟ ବରିଷ୍ଠ ସାମ୍ବାଦିକ ତଥା ଜର୍ନାଲିଷ୍ଟ ଆସୋସିଏସନ ବରଗଡ଼ର ପୂର୍ବତନ ସଭାପତି ରତନ ପାଣିଙ୍କ ସୋମବାର ରାତିରେ ହୄତଘାତ ଯୋଗୁଁ ଦେହାନ୍ତ ହୋଇଛି । ସେ ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସ ର ପଶ୍ଚିମ ଓଡ଼ିଶା ମଣ୍ଡଳ ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ ।…
ସାନ୍ତାଳୀ ବୀର ସିଧୁ ଓ କାହ୍ନୁ ମୁର୍ମୁଙ୍କ ଉପରେ ହଲିଉଡ଼ ସିନେମା ମିଛ ଖବର
ସୋସିଆଲ ମେଡିଆରେ ମିଛ ଖବର ବୁଲୁଛି :ଭାଇରଲ ମିଛ ,ନିହାତି ଅସମ୍ମାନ
ବାରିପଦା :ରାଇରଙ୍ଗପୁରର ଆଦିବାସୀ ଯୁବକ ରସିକା ଟୁଡୁ ୧୦୦କୋଟି ବ୍ୟୟ ଅଟକଳରେ ମୟୁରଭଞ୍ଜର ଆଦିବାସୀ ହିରୋଙ୍କ ଉପରେ ଆଧାରିତ ହଲିଉଡ଼ ସିନେମା " ଶିଦ୍ଧୁ ଆଣ୍ଡ କାହ୍ନୁ"ର ନିର୍ଦ୍ଦେଶନା ଦେଉଛନ୍ତି | ଏହା ଦୁଇ…
ବିଜେପି ପକ୍ଷରୁ ଗରୀବ ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ
ବିଜେଡି କହିଲା "ଲୋକପ୍ରିୟତା ହରାଉଥିବା ବିଜେପି କରୁଛି ଶସ୍ତା ରାଜନୀତି"
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବିଜେପି ପକ୍ଷରୁ ଭୂମିହୀନ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର
ସମ୍ମତି ଦେଇ ବିଜେଡି ବିଧାୟକମାନେ କାର୍ଯ୍ୟକ୍ରମକୁ ନଆସିବାରୁ କଲେ ସମାଲୋଚନା
ବଲାଙ୍ଗୀର(ନିରୋଜ ମିଶ୍ର ) – ୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀର ଠାରେ ଭାରତ ପେଟ୍ରୋଲିୟମ୍ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଇଛନ୍ତି…
ଷଷ୍ଠ ଦିନରେ ମହାନଦୀ ସୁରକ୍ଷା ଅଭିଯାନ: ବିପୁଳ ଜନ ସମର୍ଥନ
ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରାର ଷଷ୍ଠ ଦିବସରେ ପହଂଚିଛି । ଏହି ଜନଜାଗରଣ ଯାତ୍ରାର ଦକ୍ଷିଣ ପାଶ୍ୱର୍…
ସ୍ପଷ୍ଟ କଲେ ଏସ୍ପି ରାହୁଲ ପି ଆର,ପିଲା ଚୋରି ମିଛ ଖବର
ସୋସିଆଲ ମେଡିଆରେ ଚାଲିଛି ଅପପ୍ରଚାର, ପାଗଳ ଯା ଖାଉଛନ୍ତି ପାହାର !
ରାୟଗଡ(ସରୋଜ କୁମାର ସାହୁ) ଦୁଇ ଦିନ ହେଲା ରାୟଗଡ ଜିଲ୍ଲାରେ ପିଲାଚୋରି ଗୁଜବ ଚାରିଆଡେ ଯୋର ଧରିଛି । କୌଣସି ଜାଗାରେ ଅଚିହ୍ନା ଲୋକ ଦେଖିଲେ ପିଲା ଚୋର ଭାବି ବାନ୍ଧିରଖିବା ସହ ନିର୍ଦ୍ଧୁମ୍ ବାଡଉଥିବା ଦେଖିବାକୁ…
ଲଂଚଚାଳକ ଓ ଖଲାସୀ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ
ଯାଜପୁର(jayshankar Dash) : ବନ୍ୟା ପ୍ରବଣ ଯାଜପୁର ଜିଲ୍ଲା ଠାରେ ଅସ୍ଥାୟୀ ଲଂଚଚାଳକ ଓ ଅସ୍ଥାୟୀ ଖଲାସୀ ଭାବେ ୨୦ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ଅବଗତ କରାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସାହାଯ୍ୟ ଆୟୁକ୍ତ…