Sign in
Sign in
Recover your password.
A password will be e-mailed to you.
ଫେରାର ଅଭିଯୁକ୍ତ ଗିରଫ
ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ଚାରମାଳ ପୋଲିସ ଚୋରା ଚାଲାଣ ପାଇଁ ଚାରମାଳ ରେଳଷ୍ଟେଶନ ନିକଟରେ ଗଛିତ ଥିବା 41 ବଣ୍ଡଲ କେନ୍ଦୁପତ୍ର ଗତ 13 ତାରିଖରେ ଜବତ କରାଯାଇଥିଲା ଲ ହେଲେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଏହି ଥାନା ଅନ୍ତର୍ଗତ ଗିରିଧିଖମଣ ଗ୍ରାମର କାମଦେବ ବେହେରା (41) ଙ୍କୁ ପୋଲିସ…
ଫେରାର ଗଂଜେଇ ଚାଷୀ ଗିରଫ
(ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ) ରେଢ଼ାଖୋଲ, ଗଂଜେଇ ଚାଷ କରିଥିବା ଜଣେ ଫେରାର ଅଭିଯୁକ୍ତ ରେଢ଼ାଖୋଲ ଥାନା ରାଇଲ ଗାଁର ଅଞ୍ଚଳ ନାଏକ(30) କୁ ପୋଲିସ ସୋମବାର ଗିରଫ କରିଛି l ଗତ 2015 ରେ ସେ ନିଜ ଗାଁ ସଂଲଗ୍ନ ଜମିରେ ଗଂଜେଇ ଚାଷ କରିଥିଲେ l ପୋଲିସ ମାମଲା ରୁଜୁ କରିବା ପରେ ସେ ଫେରାର…
ଭାଗବତ ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଚ୍ଥି
ଯାଜପୁର, (ଜୟଶଙ୍କର ଦାଶ): ଭାଗବତ ଆମ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅମଳିନ ପ୍ରତୀକ । ଏହା ଆମକୁ ସୁ ଶୃଙ୍ଖଳିତ ଓ ଉତ୍କୃଷ୍ଟ ଜୀବନ ନିର୍ବାହ ପାଇଁ ପ୍ରେରଣା ଦେଇଆସିଚ୍ଥି ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ…
ବଡ଼ବିଲରେ ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗ : ଜେସିବି ଓ ଟ୍ରାକ୍ଟର ଜବତ
ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ମୋରମ ଚୋରା ଚାଲାଣ ଅଭିଯୋଗ ପରେ ଘଟଣା ସ୍ଥଳରୁ ଏକ ଜେସିବି ମେସିନ ଓ ୩ ଟି ଟ୍ରାକ୍ଟର ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ସେରେଣ୍ଡା ସ୍ଥିତ ଓଏମସି କଲୋନୀ ପଛପଟେ ବେଆଇନ ଭାବେ ମୋରମ ଉତ୍ତୋଳନ ଏବଂ ପରିବହନ ହେଉଥିବାର ଦେଖି ସ୍ଥାନୀୟ ଜଣେ ବ୍ୟକ୍ତି…
ଶାହାଙ୍କ ଭାଷା, ଭାବ ଓ ଭଙ୍ଗୀରେ ଏକ ବିକଳ ଅସହାୟତା ଏବଂ ହତାଶାଭାବ ସ୍ପଷ୍ଟ : ବିଜୟ
ଶାହାଙ୍କୁ ଓଡ଼ିଶା ସଂପର୍କରେ ସ୍ଥାନୀୟ ନେତାମାନେ ସଠିକ୍ ସୂଚନା ଦେଇନାହାନ୍ତି
ଓଡ଼ିଶାବାସୀ ଜାଣନ୍ତି ଆୟୁଷ୍ମାନ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଫରକ କ’ଣ?
ଜୋର ଜବରଦସ୍ତ କେନ୍ଦ୍ରୀୟ ଯୋଜନାକୁ ଲଦି ଦେଇ ରାଜନୈତିକ ଫାଇଦା ଉଠାଇବାର ଷଡ଼ଯନ୍ତ୍ର ଫସର…
ଧର୍ମଶାଳା ବିଧାୟକଙ୍କୁ ପ୍ରଶ୍ନ: ଶିକ୍ଷାନୁଷ୍ଠାନ କାହାର?
ଯାଜପୁରରୁ ବ୍ୟୁରୋଚିଫ ଜୟଶଙ୍କର ଦାଶ : ଶିକ୍ଷାନୁଷ୍ଠାନ ହେଉଛି ବିଦ୍ୟା ମନ୍ଦିର କିମ୍ବା ମସଜିଦ ଭଳି ପବିତ୍ର ସ୍ଥାନ । ଏଠାରେ ମଣିଷ ତିଆରି କରାଯାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁରରେ ଗୋଟିଏ ହାଇସ୍କୁଲ ଏବଂ ଅନ୍ୟ ଦୁଇଟି ସ୍କୁଲ ପାଚେରୀ ସଂଲଗ୍ନ ସ୍ଥାନରେ…
ସିଆରପିଏଫ ୧୮୯ /ସି କମ୍ପାନୀ ଦ୍ୱାରା ସ୍ୱଚ୍ଛତା ପକ୍ଷ ପାଳନ
ପଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ର ପଇକମାଲ ଠାରେ କାର୍ଯରତ ସିଆରପିଏଫ ର ୧୮୯ /ସି କମ୍ପାନୀ ଦ୍ୱାରା ଗତ 15ତାରିଖରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପଇକମାଲର ଥାନା ପରିସର ,ଡାକ୍ତରଖାନା ପରିସର ,ଷ୍ଟେଟ ବ୍ୟାଙ୍କ ପରିସର ,ବିନ୍ଧ୍ୟବାସିନୀ…
ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ
ବରଗଡ଼-ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଜୋର ଧରି ବସିଛି। ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ…
କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗତ ଅଗଷ୍ଟ ୧୫ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବର୍ଷା ଯୋଗୁଁ ରାଜ୍ୟ…
ଯନ୍ତ୍ରଣାସିକ୍ତ ବାର୍ଦ୍ଧକ୍ୟ, ଉଜୁଡା ଶୈଶବ : ଦେଖିବ ଆସ, ଏଠି ଖାଲି ବିକାଶ ହିଁ ବିକାଶ l
କାଳିଆପାଣିରୁ ଦୟାନିଧି ମହାନ୍ତ : ନା ରମଣୀ ଜାମୁଣ୍ଡା l ଘର ରାଁସୋଳ, ପଂଚାୟତ ମଲ୍ହାର ସାହି l ପନ୍ଦର ବର୍ଷ ପୂର୍ବରୁ ସ୍ୱାମୀ ପରିତ୍ୟକ୍ତl l ପାଖରେ ନାବାଳିକା ଝିଅ l ବାର୍ଦ୍ଧକ୍ୟ ସାଙ୍ଗକୁ ରୋଗବ୍ୟାଧି ରେ ଚାଲିବୁଲିବା କୁ ଅକ୍ଷମ l ଘରଭlଙ୍ଗୀ ମାଟିରେ ମିଶି ସାରିଛି l ମୁଣ୍ଡ…