Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ସବୁଜ ମହାନଦୀ ମିଶନ୍ ଯୋଜନା
ମନମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
କଣ୍ଟାମାଳ,ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ମହାନଦୀ ଓଡିଶାବାସୀଙ୍କ ଜୀବନରେଖା ହୋଇଥିବା ବେଳେ ଏହାର ଜଳପ୍ରବାହକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁଜ ମହାନଦୀ ଅଭିଯାନ ମୂଖ୍ୟମନ୍ତ୍ରୀଙ୍କ ଏକ ଅଭିନବ…
ନିଆରା ଢଙ୍ଗରେ ସ୍ୱଚ୍ଛତା ସହ ପଲିଥିନ ମୁକ୍ତ ଗ୍ରାମ ପାଇଁ ଅଭିଯାନ
ସଚେତନତା ବାର୍ତ୍ତା ଦେଲେ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ।
ପଦ୍ମପୁର/ନୀଳ ଦୀପ
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ ତୁମୁରିପାଣି ଗ୍ରାମରେ ରଥଯାତ୍ରା ଧୂମଧାମରେ ପାଳିତ ହୋଇଛି ।ଏ ବର୍ଷ ରଥଯାତ୍ରା ଟିକେ ନିଆରା ଢଙ୍ଗରେ…
ବିଜେପି ରେମୁଣା ଶାଖା ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର,(ଉଜ୍ଜ୍ୱଳ କର ): ବିଜେପି ରେମୁଣା ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁକୁଡ଼ାପଦସ୍ଥିତ ଦଳୀୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ରକ୍ତଦାନ ଭଳି ମହତ…
ବିଜେଡିରେ ସଂଖ୍ୟାଲଘୁ ଯୁବକଙ୍କ ଯୋଗଦାନ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବାଲେଶ୍ୱର ବିଧାୟକଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳର ୨୦୦ରୁ ଅଧିକ ସଂଖ୍ୟାଲଘୁ ଯୁବକ ।ଏହି ପରିପ୍ରେକ୍ଷୀରେ ହୋଟେଲ କଳିଙ୍ଗରେ…
ବିସିଇଟିରେ ବାହୁଡ଼ାଯାତ୍ରା ସମ୍ପନ୍ନ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ଶେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି) ପରିସରରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଶଙ୍ଖ, ଘଣ୍ଟା, ମାଦଳ, କିର୍ତ୍ତନ ଓ ହରିବୋଲ ଧ୍ୱନିରେ ମହାପ୍ରଭୁ ଶ୍ରୀ…
ଇମାମି ନଗର ଶ୍ରୀଜୀଉଙ୍କ ସୁନାବେଶ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମି ନଗର ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ଘ.୮.୩୦ମି. ସମୟରେ ଶ୍ରୀଜୀଉମାନେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି
ବୀମା ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରାଯାଉ : କଂଗ୍ରେସ କୃଷକ ସେଲ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ରାଜ୍ୟର ୧୫ଲକ୍ଷରୁ ଉର୍ଦ୍ଧ ଚାଷୀ ଗତବର୍ଷର ୧୧ଶହ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ ବଂଚିତ | ଚଳିତ ଖରିଫରେ…
ମହାପ୍ରଭୂ ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ, ଦେବୀ ସୁଭଦ୍ରା ମଝି ରାସ୍ତାରେ ଓ ଭ୍ରାତା ବଳଭଦ୍ର ଅପେକ୍ଷାରେ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂଙ୍କ ବାହୁଡ଼ାଯାତ୍ରା
ବାରିପଦା(Dillip Mohanty )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ବିଜେ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରଧାମ ପୁରୀରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହେବାର…
ଯେ କୌଣସି ଆପାତକାଳୀନ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ପ୍ରଶାସନର ସାମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା ବୈଠକ ।
ଯାଜପୁର(ଜୟଶଙ୍କର ଦାଶ) : ସମ୍ପ୍ରତ୍ତି ଲଗାଣ ବର୍ଷା ପଂଳରେ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଚ୍ଥି । ତେଣୁ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଚ୍ଥି । ଏ ସଂପର୍କରେ ଏକ…
ଶ୍ରୀଶ୍ରୀସାନ ଜଗନ୍ନାଥମହାପ୍ରଭୂଙ୍କର ରଥ ଯାତ୍ରା ଶେଷ
ବାରିପଦା(ଦିଲ୍ଲୀପ ମହାନ୍ତି )- ସହରର ଲାଲବଜାରରେ ରହିଥିବା ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥକୁ ଆଜି ପୂର୍ବାହ୍ନ ୧୦ଟା ସମୟରେ ୧୪ ବର୍ଷରୁ କମ୍ ବାଳକ ବାଳିକାମାନେ ଟାଣିଟାଣି ସାନଜଗନ୍ନାଥ ମନ୍ଦିର ନିକଟରେ ପହଁଚାଇଛନ୍ତି । ମହାପ୍ରଭୂଙ୍କର ଏହି ଘୋଷ ଯାତ୍ରାରେ ବିଧାନସଭାର ଉପବାଚସ୍ପତି ତଥା…