ଆଉ ବାହୁଡ଼ିଲାନି ଫଗୁନୁ

0

ଜୋର ଜବରଦସ୍ତ କାମକୁ ନେଇଥିଲେ : ଟ୍ରାକ୍ଟର ତଳେ ଚାପି ହୋଇ ଗଲା  ବାଳକର ପ୍ରାଣ 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ରାଏସଲପଦର ପଞ୍ଚାୟତର ଭୂତିବାହାଲ ଗ୍ରାମରେ ଟ୍ରାକ୍ଟର ଚକତଳେ ପଡି ଏକ ନାବାଳକ ଶିଶୁର ମୃତ୍ୟୁ ଘଟିଛି।ଆଜି ପବିତ୍ର ବାହୁଡାଯାତ୍ରା ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର, ହେଲେ ଭୂତିବାହାଲ ଗ୍ରାମର ନାଗର ଜୁଆଡିଙ୍କ ପୁତ୍ର ଫଗୁନୁ ଜୁଆଡି(୧୪)ଆଉ ଭର ବାହୁଡା ହେବନି।ସୂଚନା ଯୋଗ୍ୟଯେ ଉକ୍ତ ଗ୍ରାମର ରାତୁ ସାହୁଙ୍କ ଟ୍ରାକ୍ଟରରେ ମୃତ ବାଳକକୁ କାମକରିବାପାଇ ଜୋରଜବରଦସ୍ତ ନିଆଯାଇଥିଲା ଏବଂ ଗ୍ରାମରୁ ଅଲ୍ପଦୂର ଯିବାପରେ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ  ଟ୍ରାକ୍ଟରରୁ ଖସି ଚକତଳେ ବାଳକର ଯିବନ ଚାଲିଯାଇଥିଲା। ଉତ୍ବକ୍ତଲେକେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ଜାଲିଦେଇଥିଲେ ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ଉତ୍ବକ୍ତଲେକଙ୍କୁ କାବୁ କରିଥିଲେ।

Leave A Reply

Your email address will not be published.