ପଞ୍ଚଖଣ୍ଡା ପୀଠରେ ବୁକ୍ଷରୋପଣ ରାଜ୍ୟ By SPNEWS On Jul 13, 2019 0 1 Share ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥିତ ଆରଧ୍ୟ ଦେବତା ପଞ୍ଚଖଣ୍ଡା ପୀଠରେ ବୁକ୍ଷରୋପଣ କରାଯାଇଛି I ଏଥିରେ ଖବରଦାତା ପ୍ରସନ୍ନ କୁମାର ପ୍ରଧାନ ,ଅବନି ମେହେର,ଓ କୁଷ୍ଟ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବୁକ୍ଷରୋପଣ କରିଥିଲେ I 0 1 Share FacebookTwitterGoogle+ReddItWhatsAppPinterestEmail