ସସ୍ମିତ ମୁଖ୍ୟ ସଚେତକ, ଅମର ସଂସଦୀୟ ଦଳର ସାଧାରଣ ସମ୍ପାଦକ

0

ଭୁବନେଶ୍ୱର (ଶାସକ ପ୍ରଶାସକ)ନୂଆକରି ରାଜ୍ୟସଭାକୁ ଯାଇଥିବା ବିଜେଡି ସଂସଦ ଡ଼ ସସ୍ମିତ ପାତ୍ର ଓ ଡ଼ ଅମର ପଟ୍ଟନାୟକଙ୍କୁ ମିଳିଛି ନୂତନ ଦାୟିତ୍ୱ | ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ  ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରିଥିବା  ବେଳେ ଅମର ପଟ୍ଟନାୟକଙ୍କୁ ସଂସଦୀୟ ଦଳର ସାଧାରଣ ସମ୍ପାଦକ ଭାବେ ତତ୍କାଳ ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |

Leave A Reply

Your email address will not be published.