୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଚତୁର୍ଥ ଦିନର ଖେଳରେ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ବିଜୟୀ 

ରବିବାର ଦିନ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ଦିବସରେ ପ୍ରଥମ…

୬୬ତମ ରାଜ୍ୟ ସ୍ତରୀୟ ମହିଳା- ପୁରୁଷ କବାଡି ଚମ୍ପିଆାନସିପ୍‍:ତିନିଦିନିଆ ପ୍ରତିଯୋଗିତା ଉଦ୍‍ଘାଟିତ

  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ହାଇଟେକ ପ୍ଲାଜା ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ୬୬ତମ ରାଜ୍ୟ ସ୍ତରୀୟ ମହିଳା ଓ ପୁରୁଷ କବାଡି ଚମ୍ପିଆନସିପ୍‍ ତିନିଦିନିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ…

ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଲିନୁ ସୁବଦ୍ଧି ଚମ୍ପିଆନ

Paralakhemundi/ Balakrisna Panigrahi : ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଯୁକ୍ତ୩ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବକୁ ଉଦ୍‍ଘାଟନ କରି ଜୀବନରେ…

ଶୁଣ୍ଢି ସମାଜର ଜିଲ୍ଲାସ୍ତରୀୟ  ସମାବେଶ

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଠାରେ ଶୁଣ୍ଢି ସମାଜ ର ଏକ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଧବ ବେହେରାଙ୍କ ସଭାପତିତ୍ୱ ରେ ବରଗଡ଼ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। 12 ଟି ବ୍ଲକ ର  600 ରୁ ଅଧିକ ସଭ୍ୟ ଯୋଗଦାନ…

258 ଜଣ ଛାତ୍ରଛାତ୍ରୀଙ୍କୁ ବିତରଣ କରାଗଲା ପୋଷାକ ଓ ଜୋତା

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ  : ସିହା ପଞ୍ଚାୟତ ଅର୍ନ୍ତଗତ କୋଲାସିଂହ ଖରମଙ୍ଗି ଗ୍ରାମର ଶ୍ରୀମାଶ୍ରୀ ଅରବିନ୍ଦ ନୋଡାଲ ଉ ପ୍ରା ଵିଦ୍ୟାଳୟରେ ପୋଷାକ ଵିତରଣ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ସିହା ଗ୍ରାମ ପଞ୍ଚାୟତର ସରପଞ୍ଚ ଖଗେଶ୍ୱର  ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇ …

ଆରମ୍ଭ ହେଲା ବିଶ୍ୱ  ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ମଥୁରା ନଗରୀ ରେ କଂସ ମହାରାଜଙ୍କର ରାଜୁତି 

ବରଗଡ :- ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧୂନୁଯାତ୍ରାର ଶୁଭାରମ୍ଭ ହେଇଯାଇଛି । ରାଜ୍ୟ ସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବରେ 70ତମ ଧୂନୁଯାତ୍ରା ମହୋତ୍ସବ 2019 କୁ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ, ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ , SP…

 ‘ସମଦୂରତ୍ୱ’ ହେଉ କି ‘ସମ ପ୍ରୀତି ’

 ନବୀନଙ୍କ ଭାଗ୍ୟବଳ ହେଉ କି କାମର ଫଳ, ଝୁଲି ରହିଛନ୍ତି ଦୁଇଟି ଦଳ  ଭୁବନେଶ୍ୱର(ମାନସୀ ମିଶ୍ର) ଯିଏ ଯାହା ମାନନ୍ତୁ ନମାନନ୍ତୁ, ହେଲେ ଜାତୀୟ ରାଜନୀତିରେ ଏବେ ଅପର ହାଣ୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ରାଜନୀତି ଯେଉଁଭଳି ଭାବେ ଗୋଳିଆ ହେଉଛି ସେଥିରେ କଙ୍କଡାକୁ ଗୋଳି…

ଦାୟିତ୍ବହୀନ ପ୍ରଶାସନ : ଫାଇଲ ତଳେ ବନ୍ଧା ଘୁ. ଉଦୟଗିରିର ବିକାଶ

 ସିରିକି ଘାଇ ଏବଂ କାକଲବାକିରେ ଇକୋ ଟୁରିଜିମ ବିକାଶ ପ୍ରସ୍ତାବ ଗଲା ଚୁଳିକି   କନ୍ଧମାଳ/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ  ଉଦୟଗିରି ବ୍ଲକ  ଯାହାକି ପ୍ରାକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ ଏଠିକାର ପାଣିପାଗ ମଧ୍ୟ ଦାର୍ଜିଲିଂ ପାଣିପାଗ ସହିତ ସମାନ ରହି ଥାଏ | ବାର ମାସ ମଧ୍ୟରେ ଆଠ…

  ପିଲାଙ୍କ ମାଧ୍ୟମରେ ସଚେତନତାର ବାର୍ତ୍ତା 

ଗୁଣୁପୁର/ ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର କୁନି କୁନି ବିଦ୍ୟାର୍ଥୀ ଙ୍କୁ ନେଇ ପୌର ପରିଷଦ ର କର୍ଣ୍ଣଗୁଡା ଠାରେ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଙ୍କୁ ପଲିଥିନ ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ଏବଂ ପାଇଖାନା ବ୍ୟବହାର…

ଥାନା ଅଧିକାରୀ ଗୁଣପୁର ବାର୍ କାଉନସିଲ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ  

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଗତ ତା ୧୮ /୧୨/୨୦୧୮ ରିଖ ଦିନ ଗୁଣପୁର ବନ୍ଦ ଡାକରା ଦିଆଯାଇଥିଲା ।   ଏହି ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ବାସୀ , ବ୍ୟବସାୟୀ…