ପ୍ରିୟଦର୍ଶୀ ମିଶ୍ର ହେଲେ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀଙ୍କ ଏହି ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ…

ସୁମିତ୍ରା ହେଲେ ବିଜେଡି ସାଧାରଣ ସମ୍ପାଦିକା, ମୀରା ପରିଡା ହେଲେ ଭୁବନେଶ୍ୱର ମଧ୍ୟ ପାଇଁ ପର୍ଯ୍ୟବେକ୍ଷକ

କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସବୁନେତ୍ରୀଙ୍କୁ ଥଇଥାନ ଭୁବନେଶ୍ୱର-  କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି…

ତଥାପି ସଜାଡି ହୋଇ ପାରୁନି ସୁନ୍ଦରଗଡ଼ ରେ ବିଜେଡି ସ୍ଥିତି !

 ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ  :-ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦଲବଦଳ ରାଜନୀତି ପରେ ଏଠାକାର ରାଜନୀତି ମାହଲ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ହାତଛାଡି ଶଙ୍ଖଧରିବା ପରେ, ଶଙ୍ଖ ଦଳରେ ଟିକେଟ ପାଇଁ ପ୍ରବଳ ଦାବିଦାର ଥିବା କୁସୁମ ଟେଟେ ପଦ୍ମପୋଖରୀ ରେ ଡ଼ିଆ ମାରିଥିଲେ…

 କସ୍ତୁରବା ମହିଳା ମହାସଂଘର ୫ମ ପ୍ରତିଷ୍ଠା ଦିବସ ପାଳିତ

ବଡ଼ବିଲ(ଚିତ୍ତରଞ୍ଜନ କର): ଗୁରୁବାର ଥିଲା କସ୍ତୁରବା ଗାନ୍ଧୀଙ୍କର ପୁଣ୍ୟ ଜନ୍ମତିଥି। ଏହି ଦିବସରେ ଗଠନ ହୋଇଥିବା କସ୍ତୁରବା ମହିଳା ମହାସଂଘ ଆଜି ତା'ର ୫ମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ବଡ଼ବିଲ ସ୍ଥିତ ମ୍ୟୁନିସିପାଲିଟି ଟାଉନ ହଲରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ…

ଦାମଙ୍କ ଆଶା ପାଇଁ ବାମ ହେଲେ ସାରଦା, ରଘୁନନନ୍ଦନଙ୍କ ବାଟ ପ୍ରାୟ ସଫା

ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ୫୦୦ରୁ ଊଦ୍ଧ୍ୱ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶିଲେ ଭୁବନେଶ୍ୱର: ବଢି ଯାଇଛି ବିଜେଡିରୁ ଯାଇ ବିଜେପି ପ୍ରାର୍ଥୀ ଭାବେ ଏରସମା ବାଲିକୁଦାରୁ ଲଢ଼ୁଥିବା ଡ଼ ଦାମୋଦର ରାଉତଙ୍କର |ଦାମ ବିଜେପିରୁ ପ୍ରାର୍ଥୀ…

ଆମ୍ୱେଦକର ଜୟନ୍ତୀ ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର/: ଜିଲ୍ଲା ସ୍ତରୀୟ ଆମ୍ୱେଦକର ଜୟନ୍ତୀ ଆସନ୍ତା ୧୪ ତାରିଖରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ପୂର୍ବାହ୍ନ ୮ ଘଟିକା ସମୟରେଅନୁଷ୍ଠିତ ହେବ ।  ଏହି ଦିବସ ପାଳନ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା  ସ୍କୁଲ ଠାରେ ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ  ସ୍ତରୀୟ…

ଶେଷ କୁମାର ମେହେର ବିଜେଡିରୁ ବହିସ୍କୃତ 

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନମଣ୍ଡଳୀର ଶେଷ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିସ୍କୃତ କରିଛନ୍ତି ବୋଲି ଦଳର ନବ ନିଯୁକ୍ତ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ମେହେର ଦଳୀୟ…

ବୈଜୟନ୍ତଙ୍କ ବିରୋଧରେ  ଆଦର୍ଶ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ 

ଭୁବନେଶ୍ୱର :    ବିଜେପି ଷ୍ଟାର ପ୍ରଚାରକ ସମୀର ମହାନ୍ତି ଓ ବୈଜୟନ୍ତ ପଣ୍ଡା କରିଛନ୍ତି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ | ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭଯୋଗ କଲା ବିଜେଡି | ସେହିପରି ବୈଜୟନ୍ତଙ୍କ ପାରିବାରିକ ଟିଭି ଚାନେଲ ମଧ୍ୟ ଆଦେଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛି ବୋଲି…

କିଶୋର ତରେଇ ହେଲେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି

 ଟିକେଟରୁ ବଂଚିତ କିଶୋର ତରେଇ ହେଲେ କେନ୍ଦ୍ରାପଡା  ଜିଲ୍ଲା ବିଜେଡି ସଭାପତି |  ନିଶିକାନ୍ତ ପ୍ରଧାନ ହେଲେ ଜିଲ୍ଲା ବିଜେଡି ମହାସଚିବ ଓ ଅଜିତ ନାୟକ ହେଲେ ଜିଲ୍ଲା ବିଜେଡି ଉପସଭାପତି |  

ବିଜୟଙ୍କୁ ପୁରସ୍କାର, ମିଳିଲା ଦଳର ଗୁରୁତ୍ୱପୂର୍ଣ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣାଶୁଣା ଯୁବନେତା ତଥା ସମ୍ପ୍ରତି ଦଳର ସମ୍ପାଦକ ଥିବା ବିଜୟ କୁମାର ନାୟକଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ । ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀର ଜଣାଶୁଣା ସଂଗଠକ ସର୍ବୋପରି ବରି ନିର୍ବାଚନ…