ନୟାଗଡ ନୂତନ ଜିଲାପାଳଙ୍କ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

0

ନୟାଗଡ(ବିଶ୍ୱଜିତ ନାୟକ)-ନୟାଗଡ ର ନୂତନ ଜିଲ୍ଲାପାଳ ଭାବେ ଡ.ପୋମା ଟୁଡୁ ଗତ କଲି ତା.୧୬.୦୮.୧୯ରିଖ ସନ୍ଧ୍ୟା ସମୟରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଡ.ଟୁଡୁ ନୟାଗଡର ୨୭ତମ   ଜିଲ୍ଲାପାଳ ତଥା ୨ୟ ମହିଳା ଜିଲ୍ଲାପାଳ ଭାବେ ନୟାଗଡର କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ଆଜି ତା.୧୭.୦୮.୧୯ ରିଖ ସନ୍ଧ୍ୟା ସମୟରେ ଡ.ଟୁଡୁ ନୟାଗଡ଼ର ମୁଖ୍ୟ ଚିକିସ୍ଛାଳୟ ଗସ୍ତରେ  ଆସି  ପ୍ରଥମେ ମାତୃ ଓ ଶିଶୁ ଚିକିସ୍ଛାଳୟ ବୁଲି ଦେଖିଥିଲେ ୱେବଉଁ ଚିକିତ୍ସଛିତ ରୋଗୀଙ୍କଠାରୁ ସୁବିଧା ଅସୁବିଧା ପଚାରି ଵୁଝିଥିଲେ I ତାପରେ ଜିଲ୍ଲାପାଳ ମେଡିକାଲରେ ଥିବା ପ୍ରତିଟି ୱାର୍ଡ ବୁଲି ଦେଖିଥିଲେ I ମେଡିକାଲର  ଅନେକ ସ୍ଥାନରେ ଲାଇଟ ଲଗାଇବା ପାଇଁ ନିର୍ଦେଶ ଦେଇଥିଲେ I ମେଡିକାଲରେ ECG ଚାଲୁ କରିବା ପାଇ କହିଥିଲେ ୱେବଉଁ ନୟାଗଡ ମେଡିକାଲ ରେ  ICU ଯଥା ଶୀଘ୍ର ଖୋଲିବା ପାଇଁ ପ୍ରତିଶୃତି ଦଇଥିଲେ  I

Leave A Reply

Your email address will not be published.