ପୁଜି ପାରିଲେନି ଖୁଦୁରୁକୁଣୀ, ପ୍ରାଣ ନେଇଗଲା ଅତଳ ପାଣି 

0

କିଶନନଗର ସୁକୁପାଇକା ନଦୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ

କିଶନନଗର : କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ସଫିପୁର ଗ୍ରାମର ଦୁଇ ନାବାଳିକା ଭଉଣୀ(ଦାଦା ଝିଅ ବଡବାପା ଝିଅ) ଖୁଦୁରୁକୁଣୀ ଓଷା ପାଇଁ ଆଜି ସକାଳୁ ସୁକୁପାଇକା ନଦୀକୁଳକୁ ଫୁଲ ତୋଳିବାକୁ ଯାଇଥିଲେ। ନଦୀବନ୍ଧରୁ ଦୁଇ ଭଉଣୀଙ୍କ ଗୋଡ ଖସିଯିବାରୁ ନଦୀରେ ପଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

 

Leave A Reply

Your email address will not be published.