ପଶ୍ଚିମ ଓଡିଶା ର ଗଣ ପର୍ବ ପାଇଁ ସମୟ ନିର୍ଦ୍ଧାରିତ: 3ରେ ନବାନ୍ନ ଭକ୍ଷଣ ରାଜ୍ୟ By SPNEWS On Aug 23, 2019 0 2 Share ଜୁନାଗଡ/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜୁନାଗଡ ଦଧିବାମନ ମନ୍ଦିର ପରି ସର ରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆ ଖାଇ ପାଇଁ ସମୟ ନିର୍ଧାରଣ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ମଙ୍ଗଳ ବାର (ତା 03/09/2019) ଦିନ 08.56 ଗତେ 09.10 ମଧ୍ୟ ରେ ନବାର୍ଣ୍ଣ ଲଗ୍ନ ସ୍ତିରୀ କୃତ ହୋଇଛି । 0 2 Share FacebookTwitterGoogle+ReddItWhatsAppPinterestEmail