ମହୁମାଛି ଆକ୍ରମଣରେ ବୄଦ୍ଧଙ୍କ ମୄତ୍ୟୁ ।

ବରଗଡ଼-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପାଣି ଗ୍ରାମର ଦିବାକର ସାହୁ(୮୫) ଙ୍କ ଗତ ୩୦ତାରିଖ ଦିନ ମହୁମାଛି ଆକ୍ରମଣରେ ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଗତ ୨୯ ତାରିଖ ଦିନ ସକାଳେ ସୌଚପାଇଁ ଯାଉଥିବା ସମୟରେ ଗାଁ ମୁଣ୍ଡରେ ଥିବା ଏକ ଆମ୍ବ ଗଛର ମହୁଫେଣା ରେ ଥିବା…

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଝାରବନ୍ଧ: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ମୋହନ ବିଳାସଙ୍କୁ 2011 ବ୍ୟାଚ ଶିକ୍ଷକ ମାନଙ୍କ ତରଫରୁ କୁଡାପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି| ଖୁବ ଅଳ୍ପ ସମୟ ମଧ୍ୟରେ ଝାରବନ୍ଧ ବ୍ଲକ ର…

ଶିକ୍ଷୟତ୍ରୀଂକ ଜୀବନ ଯାଉ ଯାଉ ରହିଗଲା : ଏ ମାରାତ୍ମକ ଗରମରେ ପ୍ରଶିକ୍ଷଣ !

ନୂଆପଡା /ପ୍ରିୟବ୍ରତ ପଣ୍ଡା : ଶିକ୍ଷକ ମାନଙ୍କ ଜୀବନ ସହ ଖେଳ ନୁହେ କି ଏ ମାରାତ୍ମକ ଗରମରେ ପ୍ରଶିକ୍ଷଣ । ପ୍ରଶିକ୍ଷଣର ବିରୋଧ ନୁହେ ବରଂ ଯେଉଁ  ପରିବେଶରେ ପ୍ରଶିକ୍ଷଣ ଦିଆଯାଉଛି ତାହାର ଭିତ୍ତିଭୂମି ର ଅଭାବ ରହିଛି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଟ ନାହି ଏବଂ ତାପମାତ୍ରା ୪୫ଡିଗ୍ରୀ ଉପରେ ।…

ଭଦ୍ରକ ମଦମୃତ୍ୟୁ ପଛରେ ସ୍ଥାନୀୟ ପ୍ରଶାସନ ଓ ବିଜେଡି : କଂଗ୍ରେସ

ଭୁବନେଶ୍ୱର (ଶାସକ ପ୍ରଶାସକ)  ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣା ପଛରେ ସିଧାସଳଖ ଭାବରେ ସ୍ଥାନୀୟ ପ୍ରଶାସନ ଓ ବିଜୁ ଜନତା ଦଳକୁ ଦାୟୀ କରିଛି କଂଗ୍ରେସ । ଚଳିତ ବର୍ଷ ଫେବୃଆରୀ ମାସ ଉତରପ୍ରଦେଶର ସାହାରଙ୍ଗପୁର ଠାରେ ହୋଇଥିବା ମଦମୃତ୍ୟୁ ପରେ…

“ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଭ୍ରଷ୍ଟ, ଶାସକ ଦଳ ପାଇଁ କରୁଛନ୍ତି ଷଡଯନ୍ତ୍ର” 

 ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ  ପାଟକୁରା ତାରିଖ ପରିବର୍ତନ ଦାବୀ ବିଜେଡିର ପରାଜୟ ଡର   ବିଜେପି କର୍ମୀଙ୍କ ଉପରେ ଶାସକ ଦଳ ପକ୍ଷରୁ ହୋଇଛି ହିଂସା  ପାଟକୁରା ନିର୍ବାଚନ ତାରିଖ ପରିବର୍ତନ ପାଇଁ ବିଜେଡି ଦାବୀକୁ ବିରୋଧ…

 ‘ଫୋନି’ ଦ୍ୱାରା ସମ୍ଭାବିତ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ପ୍ରତିକାର ନିମନ୍ତେ କଂଗ୍ରେସର   ୧୯ ଜଣିଆ…

ଭୁବନେଶ୍ୱର:  ଭୟଙ୍କର ସାମୁଦି୍ରକ ଝଡ ‘ଫୋନି’ ଦ୍ୱାରା ହେବାକୁ ଯାଉଥିବା ସମ୍ଭାବ୍ୟ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ଆଶୁ ପ୍ରତିକାର ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ୧୯  ଜଣିଆ ସଦସ୍ୟଙ୍କୁ ନେଇ ଏକ ବାତ୍ୟା ଅନୁଧ୍ୟାନ ସମନ୍ୱୟ କମିଟି ଗଠନ…

ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ

ମହଜୁଦ ରଖାଯାଇଛି ଆବଶ୍ୟକୀୟ ଔଷଧ , ଖୋଲାଯିବ ଡାକ୍ତରୀ ରିଲିଫ କେନ୍ଦ୍ର ,ମୁତୟନ ହେବେ ଡାକ୍ତରୀ ଦଳ  ଭୁବନେଶ୍ୱର(ଶାସକ ପ୍ରଶାସକ) - ସମ୍ଭାବ୍ୟ ବାତ୍ୟା ""ଫୋନି''କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ…

ଗଜପତି:– ଘୁର୍ଣି ଝଡ଼  “ଫନି”ର କଡା ମୁକାବିଲା  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି 

   ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଘୁର୍ଣିଝଡ " ଫନି " ଓଡିଶା ଉପକୂଳରେ ବାତ୍ୟାର ରୁପ ନେବା ଜଣାପଡିବା ପରେ ଏହାର କଡ଼ା ମୁକାବିଲା  କରିବାର ପ୍ରସ୍ତୁତି ନେଇ  ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । …

ବଳାତ୍କାର ମାମଲା : ଅଭିଯୁକ୍ତକୁ ଧରି ଜେଲ ପଠାଇଲା ପୋଲିସ

ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ବନଡେଗା ଏରିଆରେ ଗତ୨୪ତାରିଖରେ ଘଟିଯାଇଛି ଗୋଟେ ଲଜ୍ଜ୍ୟାଜନକ ଘଟଣା | ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିରହିଥିବା ଛତିଶଗଡ଼ ରାଜ୍ୟ ସେଇଥି ପାଇଁ ପ୍ରାୟତଃ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଝିଅ ପୁଅ ବାହାଘର ମଧ୍ୟ ହୋଇଥାଏ |…

ସତ୍ୟସାଇ ବିଦ୍ୟା ବିହାରର ୨୬ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସତ୍ୟସାଇ ବିଦ୍ୟା ବିହାର ବିଦ୍ୟାଳୟ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ୱରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆର. ସୌମ୍ୟାଲୁଙ୍କ ଅଧ୍ୟକ୍ଷତାରେ ସତ୍ୟସାଇ ସେବା ସଂସ୍ଥାର ରାଜ୍ୟ ସଭାପତି ନାରାୟଣ…