Sign in
Sign in
Recover your password.
A password will be e-mailed to you.
ଏନସିଇଟି-୨୦୨୬ ଆଧାରରେ ୪ ବର୍ଷୀୟ ବିଏଡ଼ରେ ଆଡ଼ମିଶନ; ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନଲାଇନ୍…
ଭୁବନେଶ୍ୱର,୨୦ ଫେବୃଆରୀ, ୨୦୨୬: ୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ (ITEP- Integrated Teacher Education Program) ଆଡ଼ମିସନ ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି-୨୦୨୬) ମାଧ୍ୟମରେ କରାଯିବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ…
ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତା (AI) ର ପ୍ରୟୋଗ କର୍ମଶାଳା
କେନ୍ଦୁଝର, ତା୨୦/୨- ସରକାରୀ କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଗତ ୧୮.୦୨.୨୦୨୬ ତାରିଖ ଦିନ ଏକ ଦିନିକିଆ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। "ପରିଚାଳନାଗତ…
ପ୍ଲାଷ୍ଟିକ ବ୍ୟବହାର ନକରିବା ନେଇ ଜେକେ କାଗଜ କଳ ତରଫରୁ ସଚେତନତା ଶିବିର ଆୟୋଜିତ
ରାୟଗଡା: (ସରୋଜ କୁମାର ସାହୁ) ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ଆଜି ପୃଥିବୀ ପୃଷ୍ଠରେ ଗଭୀର ସଙ୍କଟର ରୂପ ନେଇଛି। ଗଭୀର ସମୁଦ୍ର, ଦୂର ଦୁର୍ଗମ ପାହାଡ଼ ଓ ମାନବ ଶରୀର ଭିତରେ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ମିଳୁଛି। ପୃଥିବୀ ପୃଷ୍ଠଭାଗରେ ବହୁ ପରିମାଣର ଏକବାର ବ୍ୟବହୃତ ପ୍ଲାଷ୍ଟିକ…
ରାଜଗାଙ୍ଗପୁରରେ ପ୍ଲାଷ୍ଟିକ ପଲିଥିନ ବ୍ୟାଗ ଧରପକଡ: ଦୋକାନୀଙ୍କ ବିରୋଧ, ଥାନାରେ ଏତଲା
ରାଜଗାଙ୍ଗପୁର,୧୯-୦୨-୨୬. ବେଆଇନ ପଲିଥୁନ୍ ବିକ୍ରିକୁ ନେଇ ଗୁରୁବାର ରାଜଗାଙ୍ଗପୁର ପୌରପାଳିକାର ଏନଫୋର୍ସ ମେଣ୍ଟ ଟିମ୍ ରାଜଗାଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ସହରର ଡେଲିମାର୍କେଟରେ ଚଢ଼ଉ ବେଳେ ସେଠାରେ ଟିମ୍କୁ ଦୋକାନୀମାନେ ବିରୋଧ କରିଥିଲେ। ଦୋକାନୀଙ୍କ ଅଭିଯୋଗ କଟକଣା…
ଭିଜିଲାନ୍ସ ଜାଲରେ ଭବାନୀପାଟଣା ଫରେଷ୍ଟର ବାବୁ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ଭଟଙ୍ଗାପଦର ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତି ଅଭିଯୋଗରେ ଏହି…
ନୂତନ ବିଡିଓଙ୍କୁ କାଶୀପୁର ବ୍ଲକ କଂଗ୍ରେସର ପକ୍ଷରୁ ସ୍ୱାଗତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ବିଡିଓ ଉମାଶଙ୍କର କୋୟାଙ୍କ ଯୋଗଦାନ ଅବସରରେ ତାଙ୍କ ଅଫିସରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କ ନିତୃତ୍ୱରେ ଦଳୀୟ କର୍ମୀମାନେ ବିଡିଓଙ୍କୁ ପୁଷ୍ପଗଛ ପ୍ରଦାନ କରି…
ଡାହାଣୀ ନାମରେ ନିର୍ଯାତନା ଉପରେ ସଚେତନଧର୍ମୀ ବ୍ୟଙ୍ଗ ଚିତ୍ର ପ୍ରଦର୍ଶିତ।
ବ୍ୟଙ୍ଗ ଚିତ୍ରକାର ସାମ୍ବାଦିକ ଦିଲୀପ ସାହୁଙ୍କ ଚିତ୍ର ଡିସପ୍ଲେ ହେଲା।
କେନ୍ଦୁଝର, ତା ୨୦/୨- ଆଜି ଜିଲ୍ଲା ମୁଖ୍ୟାଳୟର ଦରବାର ହଲରେ ଡାହାଣୀ କୁପ୍ରଥା ନିର୍ଯ୍ୟାତନା ବିରୁଦ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ପରି ଜିଲ୍ଲାରେ ଗୁଣୀ ସନ୍ଦେହରେ ହତ୍ୟା…
ଭଦ୍ରକ ଭ୍ରାମ୍ୟମାଣ ଟିମର ବାସୁଦେବପୁରର ବିଭିନ୍ନ ସ୍ଥାନ ରେ ଚଢ଼ାଉ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସକାଳୁ ସକାଳୁ ଭଦ୍ରକ ଅବକାରୀ ବିଭାଗ ର ଭଦ୍ରକ ଭ୍ରାମ୍ୟ ମାଣ ଟିମ୍ ସଦଳ ବଳେ ବାସୁଦେବପୁର ରେ ଅଡୁଆଁ ଗ୍ରାମ ରେ କପିଳ ମଲିକ ଙ୍କ ଘରେ ଚଢାଉ କରି ଘରୁ ବହୁ ବୋତଲ ଜିଞ୍ଜର ଓ ଅଶି ଲିଟର ମହୁଲି ମଦ ଜବତ କରିଛନ୍ତି। ପରେ ଉକ୍ତ ବ୍ୟକ୍ତି କୁ…
ବିଜେପି ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର।
ବାସୁଦେବପୁର -ବାସୁଦେବପୁର ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଜନ୍ମ ଦିନ ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମଣ୍ଡଳ ସଭାପତି ରତିକାନ୍ତ ଦଳାଇ, ଆଶୁତୋଷ ସାମଲ,…
ଅସହାୟ ପିଲାଙ୍କୁ ଉଦ୍ଧାର କରି ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ
କେନ୍ଦୁଝର,ତା୨୦/୨-ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଓ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅନାଥ ଏବଂ ବାପା ମା' ଛେଉଣ୍ଡ ପିଲାମାନଙ୍କୁ ଗତକାଲି (ଗୁରୁବାର) ଉଦ୍ଧାର କରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ୍…