Sign in
Sign in
Recover your password.
A password will be e-mailed to you.
ଗଣତି ପୂର୍ବରୁ ଜଗାକୁ ଦର୍ଶନ କରି ଆଶିଷ ନେଲେ ଧର୍ମେନ୍ଦ୍ର
ମହାପ୍ରଭୁଙ୍କ ଦର୍ଶନ ସହ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀମନ୍ଦିର ମରାମତି ଯୁଦ୍ଧକାଳୀନଭିତିରେ କରାଯିବ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ପୁରୀରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ
ଫନୀ ପ୍ରଭାବରେ…
ବିଦ୍ୟୁତ ତାର ଛିଣ୍ଡି ୪ ଗାଈଙ୍କ ଜୀବନ ଗଲା
ନୂଆପଡା / ପ୍ରିୟବ୍ରତ ପଣ୍ଡା : ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି ନୂଆପଡାର କରଙ୍ଗାମାଲରୁ | ଏହି ଗ୍ରାମରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଗୋରୁ ପଲ ଉପରେ ପଡିଥିବା ଯୋଗୁଁ 4 ଗୋଟି ଗାଈ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଥାଉ କି ବିଦ୍ୟୁତ ବିଭାଗ ବିଦ୍ୟୁତ ତାର…
ଦାଦନରେ ବନ୍ଧା ପଡିଛି ସୁନେଲି ସ୍ବପ୍ନ: ଲାଗିବ କି ମେହେନ୍ଦି ଧନମନ୍ତୀଙ୍କ ହାତରେ !!
ନୂଆପଡା/ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ ର ସଗୁନଭାଡ଼ି ଗ୍ରାମ ରୁ ଆସିଛି ଏମିତି ଏକ ଖବର ଯାହା ଯେ କୌଣସି ସମ୍ବେଦନଶୀଳ ବ୍ୟକ୍ତି ହୃଦୟରେ ବେଦନା ଭରିଦେବ । ଦାଦନରେ ବନ୍ଧା ପଡିଛି ଧନମତିଂକ ସୁନେଲି ସ୍ବପ୍ନ | ଚଟିଆଗୁଡା ପଞ୍ଚାୟତ ର…
ଯଦି ପ୍ରଶାସନ ବିମୁଖ, କିଏ ସେ ବୁଝିବ ସଂଦିବାହାଲି ବାସୀଙ୍କ ଦୁଃଖ
ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ଛୋଟ ଗାଁ ସଂଦିବାହାଲି | ଏହି ଗାଁ ର ଲୋକ ମାନଙ୍କୁ ମୌଳିକ ସୁବିଧା ସତ ସପନ ହୋଉଛି | ଅତି ଦୟନୀୟ ଜୀବନଜାପନ କରୁଛନ୍ତି ଏହି ଗାଁ ର ଲୋକ ମାନେ | ଜିଲ୍ଲା ମୁଖ୍ୟାଳୟରୁ 150 କିମି ଦୂର ରେ…
ବୈଶାଖ ମେଲାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।
ବରଗଡ଼/ ପାଇକମାଳ(ଶାସକ ପ୍ରଶାସକ) ପଶ୍ଚିମ ଓଡିଶାର ନୃସିଂହନାଥ ପୀଠରେ ମହାଆଡମ୍ବରରେ ପାଲିତ ହୋଇଯାଇଛି ମାର୍ଜ୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଲା । ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ ୪ଲକ୍ଷରୁ ଉର୍ଧ୍ଵ…
ପଦ୍ମପୁର ପୋଲିସକୁ ସଫଳତା : ଲୁଟ ଘଟଣାରେ ସମ୍ପୃକ୍ତ ୬ ଡକାୟତ ଗିରଫ
ପଦ୍ମପୁର(ଶାସକ ପ୍ରଶାସକ)
ଗତ ୧୨ ତାରିଖରେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ବୁଡ଼େନ ଥାନା ପୋଲିସକୁ ମିଳିଛି ସଫଳତା | ଏହି ଡ଼କାୟତିରେ ବା ଲୁଟରେ ସମ୍ପୃକ୍ତି ଅଭିଯୁକ୍ତ ମାନଙ୍କୁ ବୁଡ଼େନ ପୋଲିସ ଗିରଫ କରିଛି |
ଅଭିଯୋଗ ଅନୁଯାୟୀ ମେ ୧୨ ତାରିଖରେ…
ଚାଷୀ ନିର୍ମାଣ କଲେ ଧୁମହୀନ କିଶାନ ବାଇକ୍: ଦେଖିବାକୁ ଜମୁଛି ଲୋକଙ୍କ ଭିଡ
ବୌଦ୍ଧ(ସୁମନ୍ ଲଉରିଆ) ଅଦମ୍ୟ ଇଛାଶକ୍ତି ଓ ନିଷ୍ଠା ଥିଲେ ଯେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଏହା ପ୍ରମାଣ କରି ଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମର ଯୁବ ଚାଷୀ ଦିଲ୍ଲିପ ମହାପାତ୍ର । ସେ ଦୀର୍ଘଦିନ ଧରି ନିଜସ୍ୱ ଉଦ୍ୟମରେ ନିଜର ଏକ ପୁରୁଣା ରାଜଜୁଦ୍ ବାଇକର…
ଜରାଜିର୍ଣ୍ଣ କୋଠରୀରେ ଚାଲିଛି ହୋମିଓପାଥିକ ଡାକ୍ତରଖାନା
ବୌଦ୍ଧ(ସୁମନ୍ ଲଉରିଆ) ; ସମୟାନୁକ୍ରମେ ଗ୍ରାମାଞ୍ଚଳ ଗୁଡିକରେ ହୋମିଓପାଥିକ ଚିକିତ୍ସା ଓ ଉପଚାର ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଉ ଥିବାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଏହି ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ ଦେଇଆସୁଛନ୍ତି । ତଦନୁଯାଇ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ …
କାଳବୈଶାଖୀ ର ତାଣ୍ଡବ :ବ୍ୟାପକ କ୍ଷୟକ୍ଷତି
ରେଢାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ତବ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି I ରାତି ପ୍ରାୟ ସାଢ଼େ ୯ଟାରେ ଯୋରରେ ପବନ ବହିବା ସହ ଘଡଘଡି ସହ ବର୍ଷା ହୋଇଥିଲା I ଫଳରେ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା…
ପ୍ରାଚିନ ବୌଦ୍ଧ ପୀଠରେ ବୁଦ୍ଧ ଜୟନ୍ତୀ ମହୋତ୍ସବ ।
ପଦ୍ମପୁର(ଶାସକ ପ୍ରଶାସକ) - ଚତୁର୍ଥ ଶତାଦ୍ଦୀ ପ୍ରାଚିନ ମୁଚଳିନ୍ଦ ବୌଦ୍ଧ ବିହାର ରେ ବୌଦ୍ଧପୁର୍ଣ୍ଣିମାଁ ପାଳିତ ହୋଇଯାଇଛି। ଶନିବାର ବୌଦ୍ଧ ପୁର୍ଣ୍ଣିମା ଉପଲକ୍ଷେ ପଶ୍ଚିମ ଓଡିଶା ପ୍ରସିଦ୍ଧ ବୌଦ୍ଧ ପୀଠ ବରଗଡ ଜିଲ୍ଲା ଗନିଆଁପାଲି ଠାରେ ବୁଦ୍ଧ ଜୟନ୍ତି ମହୋତ୍ସବ ପାଳନ ହୋଇଛି ।…