ଏକଜିଟ ପୋଲ ରିପୋର୍ଟ ସତ୍ତ୍ୱେ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର

କାକା-ପୁତୁରା ଲଢେ଼ଇରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା ବାରିପଦା(୦୪/୦୪)-  ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ଓଡ଼ିଶା ବିଧାନସଭାର ୨୯ ନମ୍ବର ବାଙ୍ଗ୍ରିପୋଷି(ସଂ) ବିଧାନସଭା କ୍ଷେତ୍ର ଉପରେ ରହିଛି ମୟୂରଭଞ୍ଜବାସୀଙ୍କ ନଜର । ଗତ…

୪ ବର୍ଷ ହେଲା ଅସମ୍ପୂର୍ଣ୍ଣ କଦଳୀଗଡ଼ ଓଭରହେଡ଼ ଟ୍ୟାଙ୍କି

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ:ରେଢ଼ାଖୋଲ :ସରକାର ଗ୍ରାମାଞ୍ଚଳର ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି I ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗାଁ ମାନଙ୍କରେ…

ଏକଜିଟ ପୋଲ ଯାହା କହୁଛି କହୁ, ହେଲେ ଲୋକଙ୍କ ମୁଡ଼ କହୁଛି..

ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ହାରଜିତକୁ ନେଇ ବିଜେପି ଓ ବିଜେଡ଼ିରେ ଅଙ୍କକଷା ବାରିପଦା(ଅରବିନ୍ଦ ଦାସ,ବାରିପଦା)- ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ । ଗତ ଏପି୍ରଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ…

ଜରାଜୀର୍ଣ୍ଣ ଅବସ୍ଥାରେ ଏକ ମାତ୍ର ଶିଶୁ ପ୍ରମୋଦ ଉଦ୍ୟାନ : ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ କରୁଛି ପ୍ରଶାସନ 

ଧର୍ମଗଡ଼ରୁ ସୁଶାନ୍ତ ରାଉତ : ଜରାଜୀର୍ଣ୍ଣ ଅବସ୍ଥାରେ ଧର୍ମଗଡ଼ ସହରରେ ଥିବା ଏକ ମାତ୍ର ଶିଶୁ ପ୍ରମୋଦ ଉଦ୍ୟାନ | ରକ୍ଷଣା ବୀକ୍ଷଣା ଅଭାବରୁ ପାର୍କ ପରିସରର ସବୁଜିମା ଉଜୁଡିବାକୁ ବସିଲାଣି | ପିଲାଙ୍କ ଉଦ୍ଦିଷ୍ଟ କ୍ରୀଡା  ସାମଗ୍ରୀ ମଧ୍ୟ ଭାଙ୍ଗିବାକୁ ବସିଲାଣି | ଏକଦା କୁନି କୁନିପିଲାଙ୍କ …

ସାମାନ୍ୟ କଳିକୁ କେନ୍ଦ୍ର କରି ଛୁରା ମାଡ: ମା ଓ ପୁଅ ଆହତ

ନୂଆପଡା(ଅମିତ କୁମାର ପୁରୋହିତ); ସ୍ଥାନୀୟ  ଗୈାଡପଡାରେ ସମାନ୍ୟ କଳିକୁ କେନ୍ଦ୍ର କରି ମା ଓ ପୁଅ ଙ୍କ ଉପରକୁ ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି  । ଆହତ ମା ପୁଅ ହେଲେ ଲକ୍ଷ୍ମୀ ପରୁଆ (୫୦) ଓ ତାଙ୍କ ପୁଅ ଗୈାତମ ପରୁଆ (୩୨) । ସୂଚନାମତେ ଗତ ରାତ୍ରି ପ୍ରାୟ ୧୦ ଟା ସମୟରେ ଗୈାତମ ଏବଂ ପଡାର…

ରେଲୱେ ଲାଇନ କାମ ଚାଲିଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଶ୍ରମିକ ଗୁରୁତର

ନୂଆପଡା(ଅମିତ କୁମାର ପୁରୋହିତ) ନୂଆପଡା ଜିଲ୍ଲା ଲଖନା ନିକଟରେ ରେଲୱେ ଲାଇନ କାମ ଚାଲିଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତାର ଶ୍ରମିକ ଜଣକ ଆସାମ ରାଜ୍ୟର ଗୈାହାଟି ସହରର ଇସୁ ଅଲ୍ଲି (୨୨) ବୋଲି ଜଣାପଡିଛି । ଇସୁ ଲଖନା ରେଲୱେ ଲାଇନ କ୍ରସିଂ ର ପାହାଚ…

ନୃସିଂହନାଥ ପୀଠର ଅଧିକ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା : ବିଧାୟକ ଶ୍ରୀ ପୁରୋହିତ  

ବୈଶାଖ ମେଲାରେ ସାଂସ୍କୃତିକ ମହୋତ୍ସବ Bhubaneswar: ଶ୍ରୀ ଶ୍ରୀ  ନୃସିଂହନାଥ ପୀଠ ଓ ଗନ୍ଧମାର୍ଦ୍ଦନ ପର୍ବତ ଆଧ୍ୟାତ୍ମିକତା ଆଉ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ ସ୍ଥଳୀ | ଏଠାକୁ ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆବାଗମନ ହୋଇଥାଏ | ଏହାର ବିକାଶ ଲାଗି ଓ…

ରୋଗୀ ନେବା ପାଇଁ ବିଳମ୍ବରେ ପହଂଚୁଛ , ହେଲେ ଫାଙ୍କା ଫେରିଲା ବେଳେ ଏତେ ତରତର !!

     ବାରିପଦା(ଅରବିନ୍ଦ ଦାସ)- ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କାଠପାଳ ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଉଲଟି ପଡ଼ିବା ଫଳରେ ଡ୍ରାଇଭର ସହ ଗାଡ଼ି ଭିତରେ ଥିବା ଫାର୍ମାସିଷ୍ଟ ଆହତ ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର +୩ ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ

ବାରିପଦା-(dillip mohanty)- ଆଜି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ +୩ ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ କୁମାର ଚାନ୍ଦ, କୁଳସଚିବ ପ୍ରଫେସର (ଡକ୍ଟର) ପ୍ରମୋଦ କୁମାର ଶତପଥୀ ଏବଂ ପି.ଜି. କାଉନସିଲ…

ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ 

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ଖୁଣ୍ଟପାଲି  ଗ୍ରାମରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ପଶ୍ଚିମ ଓଡିଶାର ସୁନାମଧନ୍ଯ ଗାୟିକା ସୁଶ୍ରୀ ବନ୍ଦିତା…